ପୁଣି ୧୫ଟି ନାଗ ସାପ ଉଦ୍ଧାର

Published By : Prameya-News7 Bureau | June 25, 2018 IST

ଭଦ୍ରକ ଜିଲ୍ଲା ଧାମନଗରରେ ସାପ ଆତଙ୍କ | ପୁଣି ଉଦ୍ଧାର ହୋଇଛି ସାପ |ଗତ ଶନିବାର ପାଇକସାହିର ରବୀନ୍ଦ୍ର ଭୂୟାଁଙ୍କ ଘରୁ ୧୨୬ ଟି ନାଗ ସାପ ଉଦ୍ଧାର କରାଯାଇଥିଲା | ଆଜି ପୁଣି କଣ୍ଟାବଣିଆରୁ ନାଗ ସାପ ଉଦ୍ଧାର ହୋଇଛି | ଗୌରାଙ୍ଗ ଜେନାଙ୍କ ଘରୁ ୧୫ଟି ନାଗ ସାପ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.