ଆରୋଗ୍ୟରେ ରେକର୍ଡ, ସୁସ୍ଥ ହେଲେ ସର୍ବାଧିକ ୧୪୦୯ କରୋନା ଆକ୍ରାନ୍ତ

Published By : Prameya-News7 Bureau | August 04, 2020 IST

ଭୁବନେଶ୍ୱର, ୦୪|୦୮:  ମଙ୍ଗଳବାର ରାଜ୍ୟରେ ରେକର୍ଡ ସଂଖ୍ୟକ ୧୪୦୯ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୪୪୮୨କୁ ବୃଦ୍ଧି ପାଇଚି ।

wp:html /wp:html

ଗଞ୍ଜାମରୁ ସର୍ବାଧିକ ୨୫୮ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୧୮, ରାୟଗଡାରୁ ୧୨୮, ସୁନ୍ଦରଗଡରୁ ୧୨୨, ପୁରୀରୁ ୧୨୧ ଓ ଗଜପତିରୁ ୧୨୦ ,କୋରାପୁଟରୁ ୮୪, କଟକରୁ ୬୮, ବାଲେଶ୍ୱରରୁ ୫୮, ନବରଙ୍ଗପୁରରୁ ୩୪, କନ୍ଧମାଳରୁ ୩୦, ଯାଜପୁରରୁ ୨୫, ମାଲକାନଗିରିରୁ ୨୪, କେନ୍ଦୁଝରରୁ ୧୯, ବଲାଙ୍ଗୀରରୁ ୧୬, କେନ୍ଦ୍ରାପଡା ଓ ବରଗଡ଼ରୁ ୧୨ , ଝାରସୁଗୁଡାରୁ ୧୧, ନୟାଗଡ଼ରୁ ୧୦ , ବୌଦ୍ଧରୁ ୯ ଏବଂ ନୂଆପଡାରୁ ୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.