ଆଣ୍ଡାମାନ ନିକୋବର ଛୁଇଁଲା ମୌସୁମୀ
Published By : Prameya-News7 Bureau | May 25, 2018 IST
ଆଣ୍ଡାମାନ ନିକୋବର ଛୁଇଁଲା ମୌସୁମୀ
ଏଥର ପରିସ୍ଥିତି ଅନୁକୂଳ ଥିବାରୁ ଖୁବଶୀଘ୍ର କେରଳ ଛୁଇଁବ ମୌସୁମୀ
ମାସ ଶେଷ ସୁଦ୍ଧା ମୌସୁମୀ କେରଳ ଛୁଇଁବ
ଜୁନ ୨ୟ ସପ୍ତାହ ସୁଦ୍ଧା ମୌସୁମୀ ଓଡିଶାକୁ ପ୍ରବେଶ କରିବା ସମ୍ଭାବନା ରହିଛି
ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି
ସଂଧ୍ୟାରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା
ତେବେ ବଲାଙ୍ଗୀର ଓ ୬ଟି ସ୍ଥାନରେ ତାତି ୪୦ ଡିଗ୍ରୀ ଉପରେ
ମେ' ୨୮ ପରେ ବିଭିନ୍ନ ସ୍ଥାନରେ ପ୍ରାକ୍-ମୌସୁମୀ ବର୍ଷା