Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ଗଞ୍ଜେଇ ବୋଝେଇ କାର୍‌ ଜବତ, ୨ଗିରଫ
  • ||
  • ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌, ଅଡୁଆରେ ପୋଲିସ
  • ||

ଆସୁଛି ମୌସୁମୀ ; ୮ଟି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ସତର୍କତା ଜାରି

26/05/2018 at 11:16 AM

ଆସୁଛି ମୌସୁମୀ, ଆସନ୍ତା ୨ ତାରିଖରେ ରାଜ୍ୟରେ ପ୍ରାକ ମୌସୁମୀ ବର୍ଷାର ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ | ଆଜି ୮ଟି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ସତର୍କତା ଜାରି କରାଯାଇଛି |

Leave a Reply

   Related Posts