ଏଥର ସ୍ୱାଭାବିକ ରହିବ ମୌସୁମୀ
16/04/2018 at 11:40 AM

ଏଥର ବର୍ଷା ପରିମାଣ ସ୍ୱାଭାବିକ ରହିବ
ମେ ୧୫ ରେ କେରଳ ଛୁଇଁବ ମୌସୁମୀ
ଆଇଏମଡି ଡିଜି କେ.କେ.ରମେଶଙ୍କ ସୂଚନା
ଦେଶରେ ମୌସୁମୀ ବର୍ଷାର ପରିମାଣ ୯୭ ପ୍ରତିଶତ ରହିବ ବୋଲି ସୂଚନା ଦେଇଛନ୍ତି
ଲଗାତାର ତୃତୀୟ ବର୍ଷ ପାଇଁ ସ୍ୱାଭାବିକ ହେବ ମୌସୁମୀ
Related Posts
ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ
3 March 2021