ଆସନ୍ତା ୪୮ ଘଣ୍ଟାରେ ସକ୍ରିୟ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

Published By : Prameya-News7 Bureau | June 23, 2018 IST

ଆସନ୍ତା ୪୮ ଘଣ୍ଟାରେ ସକ୍ରିୟ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ | ୨ ସପ୍ତାହ ହେଲା ନିରୁଦ୍ଧିଷ୍ଟ ହେଇଯାଇଥିବା ମୌସୁମୀ ୨ ରୁ ୩ ଦିନ ମଧ୍ୟରେ ଅଧିକ ସକ୍ରିୟ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି | ଓଡିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ | ଆସନ୍ତାକାଲି ଠାରୁ ଓଡିଶାରେ ବର୍ଷା ପରିମାଣ ବଢିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.