ଉପକୂଳ ଓଡିଶା ଛାଡିଲା ଦକ୍ଷିଣ-ପଶ୍ଟିମ ମୌସୁମୀ ବାୟୁ
29/06/2018 at 6:22 AM

ଉପକୂଳ ଓଡିଶା ଛାଡିଲା ଦକ୍ଷିଣ-ପଶ୍ଟିମ ମୌସୁମୀ ବାୟୁ । ଆଉ ଏବେ ବର୍ଷାର ସମ୍ଭାବନା ନାହିଁ । ଆଜି ପାଗରେ ପରିବର୍ତ୍ତନ ଆସିଛି । ଆକାଶ ସଫା ଥିବା ବେଳେ ପାଗ ଶୁଖିଲା ରହିଛି । ଜୁଲାଇ ୩ ପର୍ଯ୍ୟନ୍ତ କାଁ ଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ଆକଳନ କହୁଛି ଆଜି ସକାଳ ୯ଟା ସୁଦ୍ଧା ମୌସୁମୀ ଓଡିଶାରୁ ବିଦାୟ ନେବ । ଏହି ସମୟରେ ସମ୍ବଲପୁର ସମେତ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, କେନ୍ଦୁଝର, ଦେବଗଡ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ବର୍ଷା ହୋଇପାରେ ।
Related Posts
ତାମିଲନାଡୁରେ ଶହେ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା
6 January 2021
ବରଫ ଆସ୍ତରଣ ତଳେ ହିମାଚଳ: ତୁଷାରପାତର ମଜା ନେଉଛନ୍ତି ପର୍ଯ୍ୟଟକ
4 January 2021