Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଧରା ହେଲା ଉତ୍ପାତିଆ ହନୁ ମାଙ୍କଡ଼ : ଅନେକ ବ୍ୟକ୍ତିଙ୍କୁ କରିଥିଲା ଲହୁଲୁହାଣ

1/06/2020 at 2:13 PM

ବାଲିପାଟଣା ୧/୬: ବନ ବିଭାଗର ଯନ୍ତାରେ ପଡ଼ିଲା ଉତ୍ପାତ ମଚାଇଥିବା ହନୁ ମାଙ୍କଡ । ବାଲିପାଟଣା ଛକ ଠାରୁ ବାଲିପାଟଣା ହାଟ ପର୍ଯ୍ୟନ୍ତ ରାସ୍ତାରେ ପ୍ରତ୍ୟେକ ଦିନ ହନୁ ମାଙ୍କଡଟି ଆତଙ୍କ ସୃଷ୍ଟି କରୁଥିଲା । ବିଶେଷ କରି ଟ୍ରାକ୍ଟର ଡ୍ରାଇଭରଙ୍କୁ ଟାର୍ଗେଟ୍ କରି ହନୁ ମାଙ୍କଡ଼ଟି ଆକ୍ରମଣ କରୁଥିଲା ।

ହନୁ ଆକ୍ରମଣରେ ଅନେକ ଲହୁଲୁହାଣ ହୋଇଛନ୍ତି । ପ୍ରାୟ ତିନି ମାସ ହେବ ହନୁଟି ଆତଙ୍କ ସୃଷ୍ଟି କରୁଥିଲା । ହନୁ ମାଙ୍କଡଟିକୁ ଧରିବା ପାଇଁ ଆଜି ବାଲିପାଟଣା ବନାଞ୍ଚଳ ଉପଖଣ୍ଡ ପକ୍ଷରୁ ଏକ ଯନ୍ତା ବସାଯାଇଥିଲା । ଯେଉଁଥିରେ ହନୁ ମାଙ୍କଡଟି ଫସି ଯାଇଥିଲା । ମାଙ୍କଡଟି ଧରାଯିବା ପରେ ଟ୍ରାକ୍ଟର ଡ୍ରାଇଭର୍ ସହ ସ୍ଥାନୀୟ ଅଂଚଳବାସୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।    

   Related Posts