Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଓ ସୁନାଗହଣା, ଗାଡ଼ି ଚାବି ମଧ୍ୟ ନେଇ ପଳାଇଲେ

20/10/2021 at 8:32 PM

ବିନିକା, ୨୦/୧୦: ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଲୁଟିନେଲେ ଟଙ୍କା ଓ ସୁନାଗହଣା l ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବିଶାଲପାଲି ଛକ ନିକଟରେ ଦୁଇଜଣ ବ୍ୟକ୍ତି ଏକ ବଜାଜ ପଲସରରେ ଆସି ବନ୍ଧୁକ ଦେଖାଇ ଟଙ୍କା, ସୁନାଗହଣା ଓ କିଛି ଶାଢ଼ୀ ଲୁଟିନେଇଛନ୍ତି  l ଲୁଟ ଶିକାର ହୋଇଥିବା ଦୁଇଜଣ ବ୍ୟକ୍ତି ଟଙ୍କଧର ସାହୁ ଓ ଦେବାଶିଷ ସାହୁ ଉଲୁଣ୍ଡା ଥାନା କୋଟ ସମଲେଇକୁ ବୁଲିବାକୁ ଯାଇଥିଲେ ।

ସେଠାରୁ ବିନିକା ଥାନା ସୀଙ୍ଗିଯୁବା ଗ୍ରାମକୁ ଫେରୁଥିବା ସମୟରେ ବିଶାଲପାଲି ଛକ ନିକଟରେ ଏକ ପଲସର ବାଇକରେ ଦୁଇଜଣ ବ୍ୟକ୍ତି ଆସି ପ୍ରଥମେ ଅଟକାଇଥିଲେ l ପରେ ବନ୍ଧୁକ ଓ ଛୁରୀ ଦେଖାଇ ପାଖରେ ଥିବା ଟଙ୍କା, ସୁନାଗହଣା ଓ କିଛି ନୁଆ ଶାଢ଼ୀ ସହ ବାଇକର ଚାବି ମଧ୍ଯ ନେଇ ଫେରାର ହୋଇଯାଇଥିଲେ l ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପଚରା ଉଚରା ଜାରି ରଖିଛି l

   Related Posts