ସୋମବାରର ରାଶିଫଳ

Published By : Prameya-News7 Bureau | September 08, 2019 IST

ରାଶିଫଳ
ମେଷ–କର୍ମକ୍ଷେତ୍ର ଓ ବାଣିଜ୍ୟବ୍ୟବସାୟରେ ଅଗ୍ରଗତିକରିବେ। ନୂତନ ଯୋଜନାକାର୍ଯ୍ୟକାରୀଏବଂମାନସିକଖୁସିଲାଭହେବ।ବିବାଦରେଜିତାପଟନେବେ।ମହିଳାମାନେ ଘର କାମରେସଫଳତା ପାଇବେ।ଶୁଭରଙ୍ଗନୀଳ।ଶୁଭ ଅଙ୍କ ୭।


ବୃଷ– ନୂତନ ଯୋଜନାକାର୍ଯ୍ୟକାରୀହେବ। ଉଜ୍ଜ୍ୱଳଭବିଷ୍ୟତକଳ୍ପନାକରିବେ।ବ୍ୟବସାୟରେଉନ୍ନତିହୋଇପାରେ।ବହୁ ଦିନ ପଡିରହିଥିବାକାର୍ଯ୍ୟରେ ଅଗ୍ରଗତିକରିବ। ଦେହ ସୁସ୍ଥରହିବ।ଶୁଭରଙ୍ଗଗୋଲାପି।ଶୁଭ ଅଙ୍କ ୩।


ମିଥୁନ -ଆର୍ଥିକସ୍ଥିତିବଳବାନ ଓଉଦଯୋଗସିଦ୍ଧ ହେବ।ବ୍ୟବସାୟରେ ଅଗ୍ରଗତିଏବଂ ନୂତନ ଯୋଜନାକାର୍ଯ୍ୟକାରୀକରିବେ।ରାଜନୀତିକ୍ଷେତ୍ରରେଉନ୍ନତି ଓସାହିତ୍ୟକଳାସଂସ୍କୃତିସଂଗୀତକ୍ଷେତ୍ରରେସଫଳତା ପାଇବେ।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୬।


କର୍କଟ–କାର୍ଯ୍ୟକ୍ଷେତ୍ରରେସଫଳତା ପାଇବେ ।କଳାସଂସ୍କୃତିକ୍ଷେତ୍ରରେ ଅଗ୍ରଗତିକରିବେ। ନୂତନ ପୋଷକକିଣିବେ।ପାରିବାରିକକ୍ଷେତ୍ରରେଉନ୍ନତିହେବ।ବିବାଦରେଜିତାପଟନେବେ।ମହିଳାମାନେ ଘର କାମରେସଫଳତା ପାଇବେ।ଶୁଭରଙ୍ଗଗ୍ରୀନ।ଶୁଭ ଅଙ୍କ ୧।


ସିଂହ –ଉନ୍ନତ ମାନରକାର୍ଯ୍ୟକରି,ଜ୍ଞାନ ଗବେଷଣା ଦିଗରେ ଅଗ୍ରଗତିକରିବେ। ପାରିବାରିକକ୍ଷେତ୍ରରେଉନ୍ନତିହେବ।ରାଜନୀତିରେ ଅଗ୍ରଗତିହୋଇପାରେ।ବନ୍ଧୁମିଳନ ସମ୍ଭାବନା ଅଛି।ବିଦ୍ୟାର୍ଥୀମାନଙ୍କରଉନ୍ନତିହେବ।ଶୁଭରଙ୍ଗଲାଲ୍।ଶୁଭ ଅଙ୍କ ୯।
କନ୍ୟା –ଗଭୀରଭାବରେ ଅନୁଧ୍ୟାନ କରି ନିଷ୍ପତ୍ତି ଗ୍ରହଣକରିବେ।ଭାବିଥିବାକାମରଗତିମଜଭୁତରହିବ।କିଛିଲୋକଙ୍କର ଆପଣଉନ୍ନତିକରାଇବେ। ପାରିବାରିକକ୍ଷେତ୍ରରେଉନ୍ନତିହେବ।ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୪।


ତୁଳା- ନୂତନ କର୍ମଯୋଜନାସ୍ଥିରକରିବେଏବଂସାହିତ୍ୟକଳାଏବଂଗବେଷଣା ଦିଗରେ ଅଗ୍ରଗତିକରିବେ।ଚାକିରିକ୍ଷେତ୍ରରେ ପରିବର୍ତ୍ତନ ହେବ। ନିଜକାମରେ ନିଜେ ଫଇସଲାକରିସନ୍ତୁଷ୍ଟହେବେ। ଦିନଟି ଆପଣଙ୍କରଭଲରେକଟିବ।ଶୁଭରଙ୍ଗନାରଙ୍ଗୀ।ଶୁଭ ଅଙ୍କ ୨।


ବିଛା–କର୍ମକ୍ଷେତ୍ରରେ ଓବ୍ୟବସାୟରେଉନ୍ନତିହେବ।କଳାକ୍ଷେତ୍ରରେଛାତ୍ରଛାତ୍ରୀମାନେ କୃତକାର୍ଯ୍ୟକରିବେ। ନୂତନ ଦିଗରୁ ଧନ ପ୍ରାପ୍ତିହେବାରସୁଯୋଗ ଅଛି। ପାରିବାରିକକ୍ଷେତ୍ରରେସହଯୋଗ ପାଇବେ।ଶୁଭରଙ୍ଗକଫି।ଶୁଭ ଅଙ୍କ ୬।


ଧନୁ –ଦିନଟି ଆପଣଙ୍କଲାଗିଖୁସିନେଇ ଆସିଛି।ଜୀବନସାଥୀଙ୍କସହଯୋଗରେ ଆପଣଙ୍କରସବୁକାମ ପୂରାହେବ।ଚାକରି ସମ୍ବନ୍ଧରେ ଭଲ ଖବର ପାଇବେ।ଶିକ୍ଷଣୀୟକାର୍ଯ୍ୟରେ ଆପଣଙ୍କର ମନ ଲାଗିବ।ଶୁଭରଙ୍ଗଧଳା।ଶୁଭ ଅଙ୍କ ୧।


ମକର– ପୁରୁଣାଚିନ୍ତାଭୁଲି ଆଗକୁବଢିବା ପାଇଁଭାବନ୍ତୁ।କାହାରିକୁକୌଣସି କଥା ବୁଝାଇବାରେତ୍ରୁଟିହୋଇପାରେ।କାରବାର ସମ୍ବନ୍ଧୀୟ ଯାତ୍ରାକରିବାକୁ ପଡିପାରେ। ପାଇସା ସମ୍ବନ୍ଧିତବଡ ଫଇସଲାଭାବିଚିନ୍ତି ନିଅନ୍ତୁ।ଶୁଭରଙ୍ଗ ଆକାଶୀ।ଶୁଭ ଅଙ୍କ ୭।


କୁମ୍ଭ -ଆପଣଙ୍କ ଧ୍ୟନ ଆଧ୍ୟାତ୍ମିକ ଦିଗରେ ଅଧିକଲାଗିରହିବ। ପୁରୁଣାବନ୍ଧୁଙ୍କସହିତସାକ୍ଷାତ୍ ଆଲୋଚନାଲାଭପ୍ରଦ ହୋଇପାରେ।ଫେସନ ଡିଜାଇନିଙ୍ଗଛାତ୍ରଙ୍କଲାଗିଚାକିରିରସୁଯୋଗ ଆସିବ।ପ୍ରେମରେସଫଳତାମିଳିବ।ଶୁଭରଙ୍ଗ ନୀଳ।ଶୁଭ ଅଙ୍କ ୫।


ମୀନ - ଦିନଟି ଆପଣଙ୍କଲାଗି ଅନୁକୁଳ।ସଫଳତାହାସଲକରିବାଲାଗିତତ୍ପରରହିବେ। ଆପଣଙ୍କ ଯାତ୍ରାଲାଭଦାୟକରହିବ।ଗବେଷଣାରେ ନୂଆ ପରିଯୋଜନାମିଳିବ।ଜୀବନସାଥୀଙ୍କଠାରୁଖୁବ୍ସୁନ୍ଦରଉପହାର ପାଇବେ।ଶୁଭରଙ୍ଗଗାଢ ଧଳା।ଶୁଭ ଅଙ୍କ ୬।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.