ମୁମ୍ବାଇ ୪/୫: ଭୋଜପୁରୀ ଫିଲ୍ମ ଏବଂ ଟିଭି ଅଭିନେତ୍ରୀ ଅନ୍ତରା ବିଶ୍ବାସ ଓରଫ ମୋନାଲିସା ଲକଡାଉନ୍ ସମୟରେ ନିଜ ଫ୍ୟାନ୍ସଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ନିକଟରେ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟରେ ମଧ୍ୟ ଏହି ମ୍ୟାସେଜ ଦେଖିବାକୁ ମିଳିଲା।
{"id":264700,"sizeSlug":"large"}ମୋନାଲିସା ନିଜ ଫଟୋ ସେୟାର କରି ଲେଖିଛନ୍ତି,ଯେପରି ବି ଅନୁଭବ ହେଉଥାଉ,ପ୍ରସ୍ତୁତ ହୁଅନ୍ତୁ ଏବଂ କେବେ ବି ହାର ମାନନ୍ତୁ ନାହିଁ।
{"id":264701,"sizeSlug":"large"}ଏହି ଫଟୋଗୁଡ଼ିକରେ ଅନେକ ଫ୍ୟାନ୍ସ ତାଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରିଛନ୍ତି। କେତେକ ଫ୍ୟାନ୍ କମେଣ୍ଟ କରିଛନ୍ତି ଯେ ସେ ଲକଡାଉନରେ ମଧ୍ୟ ହଟ୍ ଲାଗୁଛନ୍ତି।
{"id":264704,"sizeSlug":"large"}