Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବୁଧବାର ମୁଖ୍ଯ ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ
  • ||
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ମୁଖ୍ଯ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ
  • ||
  • ଆଠଗଡ : ଟାୟାର ଫାଟି ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ
  • ||
  • ବାଲେଶ୍ବର : ସୋସିଆଲ୍ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ : ସ୍ବାମୀକୁ ଗିରଫ କରି ଦଫା ଲଗାଇଛି ପୋଲିସ, ଅଭିଯୁକ୍ତ କହୁଛି- ମୁଁ ଅପଲୋଡ୍ କରିନି
  • ||
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||

ମୋମୋ ଗେମ ଚ୍ୟାଲେଞ୍ଜକୁ ନେଇ ଜୟପୁରରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ

8/09/2018 at 3:33 PM

ଜୟପୁର ୮/୯ : ବିପଦଜନକ ବ୍ଳୁ ୱିଲ ଗେମ୍ ପରେ ଏବେ ମୋମୋ ଚ୍ୟାଲେଂଚକୁ ନେଇ ଆତଙ୍କ ଦେଖିବାକୁ ମିଳିଛି । ଅଜାଣତରେ ଏହି ବିପଜ୍ଜନକ ଖେଳର ଶୀକାର ହେଉଛନ୍ତି ଯୁବପିଢ଼ି । ଆଜି କାଲି ସମସ୍ତଙ୍କ ହାତରେ ଏପରିକି ସ୍କୁଲ ଛାତ୍ରଛାତ୍ରୀଙ୍କ ହାତରେ ବି ସ୍ମାର୍ଟ ଫୋନ ଥିବାରୁ ସେମାନେ ବି ଏହି ଚ୍ୟାଲେଂଜର ଶୀକାର ହୋଇ ପାରନ୍ତି । ଏହାକୁ ରୋକିବାକୁ ସଚେତନନା ହିଁ ଏକ ମାତ୍ର ମାଧ୍ୟମ । ତେଣୁ ବିପଜ୍ଜନକ ମୋମୋ ଚ୍ୟାଲେଂଜ ବିଷୟରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବାକୁ ଜୟପୁର ପୋଲିସ ଆରମ୍ଭ କରିଛି ପଦକ୍ଷେପ । ଯୁବ ଆଇପିଏସ୍ ସାଗରିକା ନାଥଙ୍କ ତତ୍ୱାବଧାନରେ ସହରର ମର୍ଡଣ୍ନ ଇଂଲିସ ସ୍କୁଲ ଓ ପବ୍ଲିକ ସ୍କୁଲରେ ଏ ନେଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଆଗକୁ ଆହୁରୀ ଅନେକ ସ୍କୁଲରେ ଏପରି ସଚେତନତା କାର୍ଯ୍ୟକ୍ରମ କରିବାକୁ ଲକ୍ଷ୍ୟ ରଖିଛି ପୋଲିସ । ଆବଶ୍ୟକ ପଡିଲେ କଲେଜ ସ୍ଥରରେ ମଧ୍ୟ ଏପରି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ଆଇପିଏସ୍ ସାଗରିକା ନାଥ।

   Related Posts