Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

୨ଟଙ୍କାର ଲୋଭ ଦେଖାଇ ୬ବର୍ଷର ଝିଅକୁ ଦୁଷ୍କର୍ମ : ମାମଲା ରୁଜୁ

8/06/2019 at 12:49 PM

ଅମରୋହା ୮/୬: ଉତ୍ତରପ୍ରଦେଶର ଅମରୋହାରେ ୬ବର୍ଷର ଝିଅର ଦୁଷ୍କର୍ମ ଘଟଣା ସାମନାକୁ ଆସିଛି। ୨ଟଙ୍କାର ଲୋଭ ଦେଖାଇ ସମ୍ପର୍କୀୟ ଦାଦା ଏହି କୋମଳମତି ଝିଅଟିକୁ ଫୁସୁଲାଇ ଶୁନଶାନ ସ୍ଥାନକୁ ନେଇ ଯାଇ ଦୁଷ୍କର୍ମ କରିଥିଲା। କାନ୍ଦି କାନ୍ଦି ଝିଅଟି ଘରକୁ ଫେରିବା ପରେ ପୋଲିସ ଏହି ମାମଲା ରୁଜୁ କରି ପୀଡ଼ିତା ଶିଶୁକୁ ଡାକ୍ତରୀ ମାଇନା ପାଇଁ ପଠାଇଛି।

ଏହି ଘଟଣାଟି ଘଟିଛି ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ। ୬ବର୍ଷର ଝିଅଟି ଘର ବାହାରେ ଖେଳୁଥିଲା। ଏହି ସମୟରେ ସେହି ସାହିର ସମ୍ପର୍କୀୟ ଦାଦା ଝିଅଟିକୁ ୨ଟଙ୍କାର ଲୋଭ ଦେଖାଇ ଏକ ଶୁନଶାନ ସ୍ଥାନକୁ ନେଇ ଯାଇଥିଲା। ସେଠାରେ ସେ ଝିଅଟି ସହ ଦୁଷ୍କର୍ମ କରିଥିଲା। ଏହାପରେ ଝିଅଟି କାନ୍ଦି କାନ୍ଦି ଘରକୁ ଫେରିଥିଲା ଏବଂ ପରିବାର ଲୋକଙ୍କୁ ସବୁ କଥା କହିଥିଲା।

ଘଟଣାର ଜାଣି ସାରିବା ପରେ ପରିବାର ଲୋକେ ରାଗିଯାଇ ରାତିରେ ଏକାଠି ହୋଇ କୋତଓ୍ବାଲି ପହଞ୍ଚି ଯାଇଥିଲେ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ମାମଲା ରୁଜୁ କରିଥିଲେ।

ସୂଚନା ଅନୁସାରେ ଅଭିଯୁକ୍ତର ନାଁ ଇନ୍ଦ୍ରଜିତ। ଇନ୍ଦ୍ରଜିତକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ୍ କହିଛି।

   Related Posts