Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଆପଣଙ୍କ ଘର ସଫାସୁତୁରା ରହିବା ସତ୍ତ୍ବେ ଯଦି ଏହି ପ୍ରାଣୀଟି ଘର ଭିତରେ ଦେଖା ଦିଏ ତାହେଲେ ଜାଣନ୍ତୁ ଆପଣଙ୍କ ଭାଗ୍ୟ ଖୋଲିଗଲା

29/12/2018 at 4:32 PM

ଚୁଚୁନ୍ଦ୍ରାକୁ ସର୍ବଭକ୍ଷ, ଭୟଙ୍କର ଏବଂ ସାହାସୀ ପ୍ରାଣୀ ବୋଲି କୁହାଯାଏ। ସାପ କିମ୍ୱା ମୂଷାଙ୍କୁ ଦେଖିଲେ କ୍ଷଣକରେ ସେ ଖାଇଦିଏ। ଲୋକଙ୍କର ବିଶ୍ୱାସ ଯେ ଚୁଚୁନ୍ଦ୍ରାକୁ କୁକୁର, କୋକିଶିଆଳ ଏବଂ ଅନ୍ୟ ପଶୁମାନେ ମଧ୍ୟ ଖାଇବାକୁ ସାହାସ କରନ୍ତି ନାହିଁ। ପକ୍ଷୀମାନଙ୍କ ମଧ୍ୟରୁ କେବଳ ପେଚା ଚୁଚୁନ୍ଦ୍ରାକୁ ଖାଇପାରେ। ପେଚା ମାନେ ମଧ୍ୟ ଚୁଚୁନ୍ଦ୍ରାକୁ ଖାଇଲେ ରୋଗରେ ପଡି ମରି ଯାଆନ୍ତି। ଚୁଚୁନ୍ଦ୍ରାମାନେ ଘର ଭିତରେ ଚଳପ୍ରଚଳ କରୁଥାନ୍ତି।  ଆସନ୍ତୁ ଜାଣିବା ଚୁଚୁନ୍ଦ୍ରା ଘରେ ପଶିଲେ କଣ ହୁଏ।
୧. ଚୁଚୁନ୍ଦ୍ରା କୌଣସି ବ୍ୟକ୍ତିଙ୍କ ଚାରି ପଟେ ଯଦି ବୁଲିଥାଏ ତେବେ ଏହା ସଂପୃକ୍ତ ବ୍ୟକ୍ତିଙ୍କ ନିକଟ ଭବିଷ୍ୟତରେ କିଛି ବଡ ଲାଭ ପାଇବାର ସଂକେତ  ବୋଲି କୁହାଯାଏ।
୨. ଯଦି ଚୁଚୁନ୍ଦ୍ରା ଘର ଚାରିପଟେ ବୁଲିଥାଏ ତେବେ ଘର ଥିବା ବିପତ୍ତି ଦୂରେଇଯାଏ ଏବଂ ଦୁଃଖରେ ଥିବା ଘର ସୁଖରେ ପରିଣତ ହୋଇଥାଏ ବୋଲି ବିଶ୍ବାସ ରହିଛି।
୩. ଦୀପାବଳି ରାତିରେ ଚୁଚୁନ୍ଦ୍ରା ଦେଖିଲେ ଭାଗ୍ୟ ଖୋଲିଯାଏ ଏବଂ ଦେଖିଥିବା ଲୋକର ସବୁ କାମ ସଫଳ ହୋଇଥାଏ। ଏହା ସହ ଆର୍ଥିକ ସମସ୍ୟାର ସମାଧାନ ହୋଇଥାଏ।
OLYMPUS DIGITAL CAMERA
୪. ଯେଉଁ ଘରକୁ ଚୁଚୁନ୍ଦ୍ରା ଆସନ୍ତି ସେଇ ଘରକୁ ସ୍ୱୟଂ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ବୋଲି କୁହାଯାଏ।   

ଯେଉଁ ଘର ଅତ୍ୟଧିକ ସଫାସୁତୁରା ରହିଥାଏ ସେହି ଘରକୁ ଚୁଚୁନ୍ଦ୍ରା ପ୍ରବେଶ କରିନଥାନ୍ତି । ତଥାପି ଯଦି ଚୁଚୁନ୍ଦ୍ରା ଆସନ୍ତି ତାହେଲେ ଭାଗ୍ୟ ଖୋଲିଗଲା ବୋଲି ବୁଝିବାକୁ ହେବ ।

   Related Posts