Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ବାର୍ଥଡେରେ ନାୟରାଙ୍କୁ କିଭଳି ଓ୍ବିଶ୍ କଲେ କାର୍ତ୍ତିକ : ଦେଖନ୍ତୁ ଭାଇରାଲ୍ ହୋଇଥିବା ଏହି ଭିଡିଓ

18/05/2020 at 9:56 PM

ମୁମ୍ବାଇ ୧୮/୫: ଟିଭି ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହେ’ର ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ ଓରଫ ନାୟରା ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି। କିନ୍ତୁ ଶିବାଙ୍ଗୀଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ସ୍ପେଶାଲ୍ କାରଣ କାର୍ତ୍ତିକ ଏବଂ ନାୟରାଙ୍କ ଯୋଡ଼ିକୁ ୪ବର୍ଷ ପୂରି ସାରିଲାଣି। ଏହା ବିଷୟରେ ନିଜେ କାର୍ତ୍ତିକ(ମୋହସିନ୍ ଖାନ୍) ସୋସିଆଲ ମିଡିଆ ଜରିଆରେ ଫ୍ୟାନଙ୍କୁ କହିଛନ୍ତି।

ମୋହସିନ୍ କହିଛନ୍ତି ଯେ ନାୟରାଙ୍କ ଜର୍ଣ୍ଣିକୁ ଆରମ୍ଭ ହେବାର ୪ବର୍ଷ ପୂରି ସାରିଲାଣି। ଏକ ଭିଡିଓ ସେୟାର କରି ମୋହସିନ୍ ଲେଖିଛନ୍ତି ଯେ ବନ୍ଧୁତାକୁ ୪ବର୍ଷ ହୋଇଗଲା,କାର୍ତ୍ତିକ ଏବଂ ନାୟରାଙ୍କୁ ୪ବର୍ଷ ହୋଇଗଲା,କାୟରାଙ୍କୁ ୪ବର୍ଷ ହୋଇଗଲା,ନାୟରା ନିଜ ଜୋକ୍ ଜରିଆରେ ସମସ୍ତଙ୍କୁ ଚିଡ଼ାଉଥିବାର ମଧ୍ୟ ୪ବର୍ଷ ପୂରିଗଲା ରାହା ଶର୍ଟସ୍ ମଧ୍ୟରେ। ଏହି ଜର୍ଣ୍ଣିକୁ ୪ବର୍ଷ ପୂରିଗଲା। ପ୍ରତି ଦିନ ପରିଶ୍ରମ କରିବା ପରେ ୧୦୦୦ରୁ ଅଧିକ ଅଧ୍ୟାୟ ସେମାନେ ଏକାଂି ସୁଟ୍ କରି ସାରିଛନ୍ତି। ବନ୍ଧୁତା ଏବଂ ବଣ୍ଡ ହିଁ ରହିଛି ଯାହା ପୂରା ଟିମ୍ ସହ ରହିଛି। ପୂରା କାଷ୍ଟ ଏବଂ କ୍ରୃ ଙ୍କୁ ଧନ୍ୟବାଦ।’

ଏହି ଭିଡିଓ ‘ଦ କପିଲ ଶର୍ମା ଶୋ’ ସେଟରେ ହୋଇଛି,ଯାହାକୁ ସେ ନିଜ ପ୍ରେମ ଏବଂ ଭାଗ୍ୟ ଶିବାଙ୍ଗୀଙ୍କୁ ଓ୍ବିଶ୍ କରିବା ପାଇଁ ବ୍ୟବହାର କରିଛନ୍ତି। ଭିଡିଓରେ ଆପଣ ଦେଖି ପାରିବେ ଯେ ମୋହସିନ୍,ଶିବାଙ୍ଗୀଙ୍କ ପରିଚୟ କରାଉଛନ୍ତି ଏବଂ ପରେ ଶିବାଙ୍ଗୀ ଡ୍ରମ୍ ବଜାଉଥିବା ନଜର ଆସିଛନ୍ତି।

   Related Posts