ବିଜେଡ଼ି ଛାଡ଼ିଲେ ମୋହନା ବିଧାୟିକା ବାସନ୍ତି ମଲ୍ଲିକ

Published By : Prameya-News7 Bureau | March 21, 2019 IST

ମୋହନା ୨୧/୩- ଜଣେ ପରେ ଜଣେ ବିଜେଡ଼ି ଛାଡ଼ି ଚାଲିଯାଉଥିବା ବେଳେ ଆଜି ଦଳ ଛାଡ଼ିଛନ୍ତି ମୋହନା ବିଧାୟିକା ବାସନ୍ତି ମଲ୍ଲିକ । ଖୁବ୍ ଶୀଘ୍ର ବିଜେପିରେ ମିଶିବା ନେଇ ହେଉଛି ଚର୍ଚ୍ଚା ।

ବିଜେଡ଼ିର ପାର୍ଥୀ ତାଲିକା ଘୋଷଣା ପରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ଟିକେଟ ପାଇବା ଆଶାରେ ଜଣେ ପରେ ଜଣେ ଦଳ ଛାଡ଼ିବାକୁ ନେଇ ବିଜେପିରେ ମଧ୍ୟ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ହେଲାପରେ ଏଭଳି ପରିସ୍ଥିତି ସୃଷ୍ଟିହେବା ବି କିଛି ଅସମ୍ଭବ ନୁହେଁ । ଏହି ଦଳଡ଼ିଆଁ ପର୍ବ ବିଜେପି ପାର୍ଥୀତାଲିକା ଷୋଷଣା ପରେ ଅଧିକଭାବରେ ଦେଖିବାକୁ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.