କାଜୁ ନିଲାମରେ ଚଞ୍ଚକତା ଅଭିଯୋଗରେ ମୋହନା ବିଡିଓ ନିଲମ୍ବିତ
5/03/2021 at 5:21 PM

ମୋହନା ୫।୩: ମୋହନା ବିଡିଓ ବଂଶୀଧର ଖୋସଲା ନିଲମ୍ବିତ । କାଜୁ ନିଲାମକୁ ନେଇ ଚଂଚକତା ଓ କ୍ଷମତାର ଦୁରୂପୋଯୋଗ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବଂଶୀଧରଙ୍କୁ ନିଲମ୍ବିତ କରାଯାଇଛି । ଗଞ୍ଜେଇ ସହ କାଜୁ ଜବତ ଘଟଣାରେ ବିଡ଼ିଓଙ୍କ ନାଁରେ ଅଡବା ଥାନାରେ ମାମଲା ରୁଜୁ ହୋଇଥିଲା ।
Related Posts
ଭୁବନେଶ୍ବରରୁ ଆଜି ଚିହ୍ନଟ ହେଲେ ୬୯୮ ଆକ୍ରାନ୍ତ, ୩୧୬ ସୁସ୍ଥ
23 April 2021