ସମାଜର ପରିବର୍ତ୍ତନ ହେଲେ ଦେଶର ଉନ୍ନତି ହେବ – ମୋହନ ଭାଗବତ

Published By : Prameya-News7 Bureau | October 12, 2019 IST

ଭୁବନେଶ୍ୱର -  ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ମଣ୍ଡଳ କାର୍ଯ୍ୟକ୍ରମ ଆଜି ଆରମ୍ଭ ହୋଇଛି । ବିଶିଷ୍ଟ ନାଗରିକ ସମ୍ମିଳନୀରେ ବୁଦ୍ଧିଜୀବୀ ମାନଙ୍କୁ ସର ସଙ୍ଘ ଚାଳକ ମୋହନ ଭଗବତ ଉଦବୋଧନ ଦେଇଛନ୍ତି।

ସୋଆ ୟୁନିଭରସିଟି ପରିସରରେ କାର୍ଯ୍ୟକ୍ରମରେ ପ୍ରାୟ  ୨ହଜାର ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇଛନ୍ତି । ବିଭିନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ନାଗରିକ ଓ ବୁଦ୍ଧିଜୀବୀମାନଙ୍କୁ ମୋହନ ଭାଗବତ ଉଦବୋଧନ ଦେଇଛନ୍ତି ।

{"id":169425}

ହିନ୍ଦୁତ୍ବ ହିଁ ଦେବ ବିଶ୍ୱକୁ ଦିଗଦର୍ଶନ,  ଏଭଳି କାର୍ଯ୍ୟକ୍ରମର ଆୟୋଜନ ସଂଘକୁ ବୁଝିବାକୁ । ସଙ୍ଘ କୁ ବୁଝିବାକୁ ହେଲେ ଭାରତୀୟ ମାନସିକତା ବୁଝିବାକୁ ହେବ, ସଂଘକୁ ବୁଝିବାକୁ ହେଲେ ସଂଘ ଭିତରକୁ ଆସିବାକୁ ହେବ ,ସଙ୍ଘ ଉଦେଶ୍ୟ ସପୁର୍ଣ୍ଣ ସମାଜର ସଂଗଠିତ କରିବା ,ସମାଜର ପରିବର୍ତ୍ତନ ହେଲେ ଦେଶର ଉନ୍ନତି ହେବ ,ସମାଜରେ ପରିବର୍ତନ ଆଣିବାକୁ ହେଲେ ସମାଜରେ ଶ୍ରେଷ୍ଠ ବିଚାର ଧାର ଲୋକମାନଙ୍କୁ ତିଆରିକରିବାକୁ ହେବ ବୋଲି ମୋହନ ଭାଗବତ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.