Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

ସମାଜର ପରିବର୍ତ୍ତନ ହେଲେ ଦେଶର ଉନ୍ନତି ହେବ – ମୋହନ ଭାଗବତ

12/10/2019 at 8:37 PM

ଭୁବନେଶ୍ୱର –  ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ମଣ୍ଡଳ କାର୍ଯ୍ୟକ୍ରମ ଆଜି ଆରମ୍ଭ ହୋଇଛି । ବିଶିଷ୍ଟ ନାଗରିକ ସମ୍ମିଳନୀରେ ବୁଦ୍ଧିଜୀବୀ ମାନଙ୍କୁ ସର ସଙ୍ଘ ଚାଳକ ମୋହନ ଭଗବତ ଉଦବୋଧନ ଦେଇଛନ୍ତି।

ସୋଆ ୟୁନିଭରସିଟି ପରିସରରେ କାର୍ଯ୍ୟକ୍ରମରେ ପ୍ରାୟ  ୨ହଜାର ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇଛନ୍ତି । ବିଭିନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ନାଗରିକ ଓ ବୁଦ୍ଧିଜୀବୀମାନଙ୍କୁ ମୋହନ ଭାଗବତ ଉଦବୋଧନ ଦେଇଛନ୍ତି ।

ହିନ୍ଦୁତ୍ବ ହିଁ ଦେବ ବିଶ୍ୱକୁ ଦିଗଦର୍ଶନ,  ଏଭଳି କାର୍ଯ୍ୟକ୍ରମର ଆୟୋଜନ ସଂଘକୁ ବୁଝିବାକୁ । ସଙ୍ଘ କୁ ବୁଝିବାକୁ ହେଲେ ଭାରତୀୟ ମାନସିକତା ବୁଝିବାକୁ ହେବ, ସଂଘକୁ ବୁଝିବାକୁ ହେଲେ ସଂଘ ଭିତରକୁ ଆସିବାକୁ ହେବ ,ସଙ୍ଘ ଉଦେଶ୍ୟ ସପୁର୍ଣ୍ଣ ସମାଜର ସଂଗଠିତ କରିବା ,ସମାଜର ପରିବର୍ତ୍ତନ ହେଲେ ଦେଶର ଉନ୍ନତି ହେବ ,ସମାଜରେ ପରିବର୍ତନ ଆଣିବାକୁ ହେଲେ ସମାଜରେ ଶ୍ରେଷ୍ଠ ବିଚାର ଧାର ଲୋକମାନଙ୍କୁ ତିଆରିକରିବାକୁ ହେବ ବୋଲି ମୋହନ ଭାଗବତ କହିଛନ୍ତି ।

   Related Posts