Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ନାଗରିକତା ସଂଶୋଧନ ବିଲ୍‌କୁ କିପରି ସମର୍ଥନ ଦେଲା ବିଜେଡି- ମହମ୍ମଦ୍ ମୋକ୍କିମ୍

23/12/2019 at 7:23 PM

କଟକ୨୩/୧୨: ନାଗରକିତା ସଂଶୋଧନ ଆଇନ୍ ଏବଂ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନସକୁ ବିରୋଧ । କଟକର ହାମିୟେ ମିଲ୍ଲାତ୍ ଓ ସରିୟତ୍ ସଙ୍ଗଠନର ବ୍ୟାନର ତଳେ ଏକାଠି ହୋଇଛନ୍ତି କଟକର ପ୍ରାୟ ୧୩ଟି ସଙ୍ଗଠନ । ଏଥିରେ ବାମ ଦଳ ଗୁଡିକ ସହ କଂଗ୍ରେସ, ବିଜେଡି ଓ ଓଡିଶା ନାଗରକି ମଞ୍ଚ ସାମିଲ୍ ହୋଇଛନ୍ତି । ବିଜେଡି ଏକ ଧର୍ମନିରପେକ୍ଷ ଦଳ ବୋଲି କହି ଓଡିଶା ଲୋକଙ୍କଠାରୁ ଭୋଟ୍ ନେଉଥିବା ବେଳେ , ନାଗରିକତା ସଂଶୋଧନ ବିଲ୍ କୁ କିପରି ସମର୍ଥନ ଦେଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ୍ ମୋକ୍କିମ୍ । ସେପଟେ ଏନ୍ ଆର୍ ସି କୁ ନେଇ ନବୀନଙ୍କ ଆଭିମୁଖ୍ୟକୁ ଅଧିକାଂଶ ମୁସଲିମ୍ ବୁଦ୍ଧିଜୀବୀ ସମର୍ଥନ କରିଛନ୍ତି । ଅନ୍ୟପଟେ ଅନୁପ୍ରବେଶକାରୀଙ୍କୁ ନାଗରିକତା ଦେବା ଠିକ୍ ନୁହେଁ ବୋଲି କହିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ।

   Related Posts