Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ଭାରତ ଠାରୁ ପରାସ୍ତ ହେବାପରେ ମୁହାଁମୁହିଁ ହେଲେ ପାକିସ୍ତାନୀ ଖେଳାଳି

18/06/2019 at 1:35 PM

ଆଇସିସି ୱାର୍ଲଡକପ ଭାରତ ପାକିସ୍ତାନ ମ୍ୟାଚରେ ଭାରତ ପାକିସ୍ତାନକୁ ୮୯ ରନ ରେ ପରାସ୍ତ କରିଛି । ଭାରତ ଠାରୁ ହାରିଯିବା ପରେ ମହମ୍ମଦ ଆମିରଙ୍କ ଏକ ଫଟୋ ଭାଇରାଲ ହୋଇଛି । ଆମିର ନିଜ ଟିମର ଖେଳାଳିଙ୍କ ଉପରେ ଅସନ୍ତୋଷ ଜାହିର କରିଥିବା ଫଟୋରେ ସ୍ପଷ୍ଟ ଜଣାପଡୁଛି । ପାକିସ୍ତାନୀ ପ୍ରଶଂସକ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି । କ୍ରିକେଟ ଏକ୍ସପର୍ଟ ଓ ପ୍ରଶଂସକ ସରଫରାଜ ଅହମଦଙ୍କ ଟିମକୁ ନାନା ପ୍ରଶ୍ନ କରୁଛନ୍ତି । ସୂତ୍ର ଅନୁଯାୟୀ, ହାରିବା ପରେ ପାକିସ୍ତାନୀ ଟିମର ଖେଳାଳି ପରସ୍ପର ସହ ଝଗଡା କରୁଛନ୍ତି ।

ପାକିସ୍ତାନୀ ଟିମ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ ନ କରିଥିଲେ ମଧ୍ୟ ମହମ୍ମଦ ଆମିର ଭଲ ବୋଲିଂ କରିଥିଲେ । ମହମ୍ମଦ ଆମିର ୧୦ ଓଭରରେ ୪୭ ରନ ଦେଇ ୩ଟି ୱିକେଟ ନେଇଥିଲେ ଯେଉଁଥିରେ ବିରାଟ କୋହଲିଙ୍କ ୱିକେଟ ସାମିଲ ରହିଛି । ଏହାସହ ଆମିର ଧୋନି ଏବଂ ହାର୍ଦ୍ଧକ ପାଣ୍ଡ୍ୟାଙ୍କ ୱିକେଟ ମଧ୍ୟ ନେଇଥିଲେ ।

   Related Posts