ଓଡିଶାରେ ସରକାର ଗଢିବା ସହ କେନ୍ଦ୍ରରେ ବି ବିଜେପି ଜିତିବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | March 04, 2019 IST

ନୂଆଦିଲ୍ଲୀ ୪|୩ : ଓଡିଶାରେ ସରକାର ଗଢିବା ସହିତ କେନ୍ଦ୍ରରେ ବି ବିଜେପି ଜିତିବ ବେ।ଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉଟଲୁକ୍ ମାଗାଜିନ୍ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୦୯ ଏବଂ ୨୦୧୪ ରେ ପରିସ୍ଥିତି ଅପେକ୍ଷା ୨୦୧୯ ସ୍ଥିତି ସମ୍ପଅର୍ଣ ବଦଳି ଯାଇଛି । ତେଣୁ ବିଜେପି ବିଧାନସଭା ଏବଂ ଲେ।କସଭା ସିଟ୍ ରେ ଅଧିକ ସଂଖ୍ୟକ ସିଟ୍ ଜିତିବ ବେ।ଲି କହିଛନ୍ତି । ରାଜ୍ୟରେ ୨୦ ଟି ଜିଲାର ଶିଶୁ ମାନେ ପୃଷ୍ଟିକର ଖାଦ୍ୟ ପାଉନଥିବା ଅଭିଯେ।ଗ କରିଛନ୍ତି । ଏହାର ମାତ୍ରା ଆଫ୍ରିକା ଦେଶ ଗୁଡ଼ିକରୁ ବଳିଯାଇଥିବା ସେ କହିଛନ୍ତି । ବିଜେପି ସରକାର ଆସିଲେ ପ୍ରଗତି ହେବ। ସହିତ ବେରେ।ଜଗାର ହଟିବ । ଆଉଟଲୁକ୍ ଏଡ଼ିଟର ରୁବେନ ବାନାର୍ଜୀଙ୍କ ସହ ସାକ୍ଷାତକାରରେ ସେ ରାଜ୍ୟ ସରକାରଙ୍କ ଶାସନ ପ୍ରଣାଳୀରେ ତ୍ରୁଟି ଥିବା ମନ୍ତ୍ରୀ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.