Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଓଡିଶାରେ ସରକାର ଗଢିବା ସହ କେନ୍ଦ୍ରରେ ବି ବିଜେପି ଜିତିବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

4/03/2019 at 10:47 AM

ନୂଆଦିଲ୍ଲୀ ୪|୩ : ଓଡିଶାରେ ସରକାର ଗଢିବା ସହିତ କେନ୍ଦ୍ରରେ ବି ବିଜେପି ଜିତିବ ବେ।ଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉଟଲୁକ୍ ମାଗାଜିନ୍ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୦୯ ଏବଂ ୨୦୧୪ ରେ ପରିସ୍ଥିତି ଅପେକ୍ଷା ୨୦୧୯ ସ୍ଥିତି ସମ୍ପଅର୍ଣ ବଦଳି ଯାଇଛି । ତେଣୁ ବିଜେପି ବିଧାନସଭା ଏବଂ ଲେ।କସଭା ସିଟ୍ ରେ ଅଧିକ ସଂଖ୍ୟକ ସିଟ୍ ଜିତିବ ବେ।ଲି କହିଛନ୍ତି । ରାଜ୍ୟରେ ୨୦ ଟି ଜିଲାର ଶିଶୁ ମାନେ ପୃଷ୍ଟିକର ଖାଦ୍ୟ ପାଉନଥିବା ଅଭିଯେ।ଗ କରିଛନ୍ତି । ଏହାର ମାତ୍ରା ଆଫ୍ରିକା ଦେଶ ଗୁଡ଼ିକରୁ ବଳିଯାଇଥିବା ସେ କହିଛନ୍ତି । ବିଜେପି ସରକାର ଆସିଲେ ପ୍ରଗତି ହେବ। ସହିତ ବେରେ।ଜଗାର ହଟିବ । ଆଉଟଲୁକ୍ ଏଡ଼ିଟର ରୁବେନ ବାନାର୍ଜୀଙ୍କ ସହ ସାକ୍ଷାତକାରରେ ସେ ରାଜ୍ୟ ସରକାରଙ୍କ ଶାସନ ପ୍ରଣାଳୀରେ ତ୍ରୁଟି ଥିବା ମନ୍ତ୍ରୀ କହିଥିଲେ ।

   Related Posts