Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୯ ବର୍ଷ ପରେ ସେମି ଫାଇନାଲରେ ଭାରତୀୟ ହକି ଦଳ, ବ୍ରିଟେନକୁ ୩-୧ରେ ଦେଲା ମାତ୍
  • ||
  • ରାଜଧାନୀ ଭୁବନେଶ୍ବରରେ ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା : ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୦,୧୮୧ ; ଦିନକରେ ୩୧୮ ସଂକ୍ରମିତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଦେଶର ମାନ ବଢାଇଲେ ପିଭି ସିନ୍ଧୁ, ଟୋକିଓ ଅଲିମ୍ପିକ୍ସରେ ଜିତିଲେ ବ୍ରୋଞ୍ଜ ମେଡାଲ
  • ||
  • ଅଗଷ୍ଟ ୫ରୁ ଖୋଲିବ ଭିତରକନିକା ଅଭୟାରଣ୍ୟ : କେବଳ ଦିନରେ ବୁଲି ପାରିବେ ପର୍ଯ୍ୟଟକ, ରାତ୍ରୀଯାପନ ମନା
  • ||
  • ଚାଇନାର ନୂଆ ଚାଲ୍, ୨୦୨୭ ସୁଦ୍ଧା ତିଆରି କରିବ ଅତ୍ୟାଧୁନିକ ସେନା, ୟୁଏସକୁ ଦେବ ଟକ୍କର
  • ||
  • ହାରିବା ପରେ ନିୟନ୍ତ୍ରଣ ହରାଇଲେ ଜୋକୋଭିକ୍, ରାକେଟକୁ ବାଡେଇ ଭାଙ୍ଗିଦେଲେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୪ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୪୩୭ କରୋନା ପଜିଟିଭ୍
  • ||

ମୋଦିଙ୍କ ଗସ୍ତ ପୂର୍ବରୁ ବିସ୍ଫୋରଣ

14/04/2018 at 7:22 AM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଛତିଶଗଡ଼ ସୁକମା ଜିଲ୍ଲାରେ ପୁଣି ବିସ୍ଫୋରଣ
ବିସ୍ଫୋରଣରେ ପୋଲିସ ବାହିନୀର ୨ଟି ଶିବିର ଧ୍ବଂସ ହୋଇଯାଇଛି
ରାସ୍ତା କାମରେ ସୁରକ୍ଷା ଯୋଗାଇବା ପାଇଁ ପୂର୍ବରୁ ସେଠାରେ ଵିୟୋଯିତ ଥିଲେ ସିଆରପିଏଫ ବାହିନୀ
ସୁକମା ଧର୍ମପେଣ୍ଟ|ରେ ଏକ ଟ୍ରକରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀ
ରାସ୍ତା କାମକୁ ବିରୋଧ କରି ଏପରି କାଣ୍ଡ କରିଛନ୍ତି ମାଓବାଦୀ
ମୋଦିଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ
ମାଓବାଦୀମାନେ ୨ଟି ବଡ ଘଟଣା ଘଟାଇ ପୋଲିସକୁ କଡା ଚ୍ୟାଲେଞ୍ଜ ଦେଇଛନ୍ତି

Leave a Reply

   Related Posts