Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||

କଂଗ୍ରେସ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତ କହିଲେ ଆତଙ୍କବାଦୀଙ୍କ କଡ଼ା ଜବାବ ଦେଲେ ମୋଦି ,ଯାହା ମନମୋହନ ସିଂ କରି ନଥିଲେ

14/03/2019 at 7:11 PM

ନୂଆଦିଲ୍ଲୀ ୧୪/୩- କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତ ଆତଙ୍କୀ ହମାଲା ପରେ ବାଲାକୋଟରେ ମୋଦି ସର୍ଜିକାଲ ଷ୍ଟ୍ରାଇକ କରି କଡ଼ା ଜବାବ ଦେଇଛନ୍ତି ବୋଲି  ଆଜି ମୁହଁ ଖୋଲିଛନ୍ତି ।

ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ପାର୍ଲାମେଣ୍ଟ ଭବନ ଉପରେ ହୋଇଥିଲା  ଆତଙ୍କବାଦ ହମଲା  ।  ହେଲେ ଏହି ଘଟଣାପରେ ମନମୋହନ ପାକିସ୍ତାନ ଉପରେ କୌଣସି କଡ଼ା ପଦକ୍ଷେପ ନେଇ ନଥିଲେ ।

କିନ୍ତୁ ପୁଲଓ୍ଵମା ଘଟଣାରେ ଆତଙ୍କୀ ହମଲାରେ ୪୨ଜଣ ଯବାନ ଶହୀଦ ହୋଇଥିଲେ । ଏହି ହମଲାରେ ପ୍ରତିପକ୍ଷ ପାକିସ୍ତାନକୁ କଡ଼ା ଜବାବ ଦେଇ ୨୫୦ରୁ ଅଧିକ ଆତଙ୍କୀଙ୍କୁ ମାରିବା ସହ ଆତଙ୍କୀ ଶିବିର ମଧ୍ୟ  ଧ୍ଵଂସ କରିଥିଲେ ।ଏହି ସର୍ଜିକାଲ ଷ୍ଟ୍ରାଇକ କରି  ଭାରତ ନିଜର ପରାକ୍ରମ ବିଶ୍ଵ ସମୁଦାୟ ଆଗରେ ଦେଖାଇଥିଲା ।

ଏହି ଅବସରରେ ଶୀଲା ଦିକ୍ଷୀତ କହିଛନ୍ତି ଯାହା ମୋଦି କଲେ ତାହା ମୋନମୋହନ କରିପାରିଲେ ନାହିଁ । ଏହିକଥାକୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜରିଓ୍ଵାଲ ଶୀଲାକୁ ଟ୍ଵିଇଟ କରି ବିରୋଧାଭାଷ ପ୍ରକାଶ କରିବା ପରେ ଶୀଲା ଅବଶ୍ୟ ଏହି କଥାକୁ ବାଆଁରେଇ ଦେଇଛନ୍ତି । ତାଙ୍କ କହିଥିବା କଥାକୁ ଭିନ୍ନ ଢ଼ଙ୍ଗରେ କୁହାଯାଇଛି ବୋଲି କହିଛନ୍ତି ଶୀଲା ।  

  

   Related Posts