Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ଇରାନର ରାଷ୍ଟ୍ରପତି ହସନ ରୁହାନିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

26/09/2019 at 11:01 PM

ନ୍ୟୁୟର୍କ – ଇରାନର ରାଷ୍ଟ୍ରପତି ହସନ ରୁହାନିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଭେଟିଛନ୍ତି । ଏହି ସମୟରେ ଦୁଇ ଦେଶର ପ୍ରତିନିଧି ମଣ୍ଡଳ ଉପସ୍ଥିତ ଥିଲେ । ଆତଙ୍କବାଦ ଓ ବ୍ୟାପର ସହ ଦୁଇ ଦେଶଙ୍କ ମଧ୍ୟରେ ଅନେକ ଆଲୋଚନା ହୋଇଥିଲା । ଆମେରିକା ଦ୍ୱାରା ଇରାନ୍‌ ଉପରେ ପ୍ରତିବନ୍ଧକ ଲଗାଯିବା ସତ୍ତ୍ୱେ ଏହି ବୈଠକ ଅନୁଷ୍ଠିତ ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ସାଇପ୍ରସର ରାଷ୍ଟ୍ରପତି ନିରୋସ ଅନାସ୍ତାସୀଦେସ ଓ ଗ୍ରୀସ ପ୍ରଧାନମନ୍ତ୍ରୀ କ୍ୟାରିକୋସ ମିସ୍ତଟାକିସ୍‌ଙ୍କୁ ଭେଟିବେ ।

ଶୁକ୍ରବାରରରେ ମୋଦୀ ଜାତିସଂଘର ମହାସଭାକୁ ସମ୍ବୋଧିତ କରିବେ । ସେପ୍ଟେମ୍ବର ୨୧ ତାରିଖରୁ ମୋଦୀ ଆମେରିକା ଗସ୍ତରେ ଅଛନ୍ତି । ପ୍ରଥମେ ହ୍ୟୁଷ୍ଟନରେ ହାଓଡି ମୋଦୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରଠାରୁ ମୋଦୀ ନ୍ୟୁୟର୍କ ଆସିବା ସହ ବିଭିନ୍ନ ଦେଶର ନେତାଙ୍କ ସହ ବୈଠକ କରୁଛନ୍ତି ।

   Related Posts