Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଆଜି ଶସ୍ତା ସୁନାର ବିକ୍ରି ଶେଷ, ମୋଦୀ ସରକାର ୨୧୬୪ ଟଙ୍କା କମ୍‌ରେ ବିକୁଛନ୍ତି ସୁନା

10/07/2020 at 9:50 AM

ନୂଆଦିଲ୍ଲୀ, ୧୦|୦୭: ଶସ୍ତାରେ ସୁନା କିଣିବା ପାଇଁ ସରକାର ଆଣିଛନ୍ତି ବଡ ସୁଯୋଗ । ଶୁକ୍ରବାର ୧୦ ଗ୍ରାମ ସୁନା ୨୧୬୪ ଟଙ୍କା ଶସ୍ତାରେ ମିଳୁଛି । ଯଦି ଆପଣ ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କେବଳ ଗୋଟିଏ ଦିନ ସୁଯୋଗ ମିଳିବ । ଆପଣ ସୁନା ୧୦ ଗ୍ରାମ ପିଛା ୪୮,୫୨୦ ଟଙ୍କାରେ କିଣିପାରିବେ । ଏପରି ପ୍ରାୟ ୫୦୦ ଗ୍ରାମ ଯାଏଁ ଆପଣ ସୁନା କିଣିପାରିବେ । ତେବେ ଆପଣଙ୍କୁ ସୋବରାନ ଗୋଲ୍ଡ୍ ବଣ୍ଡ୍ ହିସାବରେ ସୁନା ମିଳିବ ।

ଦିଲ୍ଲୀର ଗହଣା ବଜାରରେ ଯଦି ଆପଣ ଯଦି ଅନଲାଇନରେ ପେମେଣ୍ଚ କରନ୍ତି, ତେବେ ପ୍ରତି ୧୦ ଗ୍ରାମ ପିଛା ୫୦୦ ଟଙ୍କାର ରିହାତି ମିଳିବ । ଗୁରୁବାର ଭାରତୀୟ ବଜାରରେ ସୁନା ଦରକୁ ଦେଖିଲେ କେନ୍ଦ୍ର ସରକାର ୨୧୬୪ ଟଙ୍କା କମ୍ ମୂଲ୍ୟରେ ସୁନା ବିକ୍ରି କରୁଛନ୍ତି । ଗୁରୁବାର ସୁନା ୫୦, ୧୮୪ରେ ବନ୍ଦ ହୋଇଥିଲା ।

ଯଦି ଆପଣ ଅନଲାଇନ୍ ନିବେଶ କରନ୍ତି ଓ ଏଥିପାଇଁ ଡିଜିଟାଲ ପେମେଣ୍ଚ କରନ୍ତି ତେବେ ଆପଣଙ୍କୁ ଗ୍ରାମ ପିଛା ୫୦ ଟଙ୍କା ରିହାତି ମିଳିବ । ଅର୍ଥାତ ସୁନା ଗ୍ରାମ ପିଛା ୪୮୦୨ ଟଙ୍କା ପଡିବ । ୧୦ ଗ୍ରାମ ସୁନା କିଣିଲେ ଆପଣଙ୍କୁ ୫୦୦ ଟଙ୍କାର ଫାଇଦା ମିଳିବ । ଏହି ଦର ସରକାର ସୋବରେନ୍ ଗୋଲ୍ଡର ତୃତୀୟ କିସ୍ତିରେ ଜାରି କରିଛନ୍ତି ।

ଚଳିତ ବର୍ଷ ସୁନାରେ ନିବେଶକମାନେ ଭରପୁର ଲାଭ ଉଠାଇଛନ୍ତି । ପ୍ରାୟ ୨୦ ପ୍ରତିଶତ ଯାଏଁ ସେମାନେ ରିଟର୍ଣ୍ଣ ପାଇଛନ୍ତି । ମହଙ୍ଗା ଦର ମଧ୍ୟରେ ସୁନାରେ ନିବେଶ ସୁରକ୍ଷିତ ଅଟେ । ଦୀପାବଳି ସୁଦ୍ଧା ସୁନା ୫୩ ହଜାର ଯାଏଁ ପହଁଚିପାରେ ।

   Related Posts