Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କଲେ ମୋଦି

14/04/2018 at 9:20 AM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଛନ୍ତି
ଛତିଶଗଡ଼ ବିଜାପୁରରୁ ଏହି ଯାଜନାର ଶୁଭାରମ୍ଭ ହୋଇଛି
ଦେଶରେ ପ୍ରତି ପରିବାରକୁ କେନ୍ଦ୍ର ସରକାର ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇଦେବେ
ଏହି ଯୋଜନାରେ ଦେଶର ୫୦ କୋଟି ଭାରତୀୟ ଲାଭବାନ ହେବେ

Leave a Reply

   Related Posts