ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କଲେ ମୋଦି
14/04/2018 at 9:20 AM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଛନ୍ତି
ଛତିଶଗଡ଼ ବିଜାପୁରରୁ ଏହି ଯାଜନାର ଶୁଭାରମ୍ଭ ହୋଇଛି
ଦେଶରେ ପ୍ରତି ପରିବାରକୁ କେନ୍ଦ୍ର ସରକାର ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇଦେବେ
ଏହି ଯୋଜନାରେ ଦେଶର ୫୦ କୋଟି ଭାରତୀୟ ଲାଭବାନ ହେବେ
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021