Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ବଲାଙ୍ଗୀର: ଟ୍ରେନ୍‌ଯାତ୍ରୀଙ୍କୁ ସୁରକ୍ଷା ଦେବାକୁ କର୍ମଚାରୀ ପ୍ରସ୍ତୁତ, ଆରମ୍ଭ ହେଲା ମକଡ୍ରିଲ୍

28/01/2021 at 5:20 PM

ବଲାଙ୍ଗୀର୨୮/୧: ଦୁର୍ଘଟଣାରୁ କିପରି ରକ୍ଷା ପାଇବେ ଟ୍ରେନ୍ ଯାତ୍ରୀମାନେ ? ଉଦ୍ଧାରକାରୀ ଟିମ୍‌ କିଭଳି ଶୀଘ୍ର ଆହତମାନଙ୍କ ନିକଟରେ ପହଞ୍ଚିବେ ? ଏ ନେଇ ଗୁରୁବାର ବଲାଙ୍ଗୀର ରେଳ ଷ୍ଟେସନ୍‌ ଠାରେ ଯୁଗ୍ମ ପ୍ରାକୃତିକ ବିପର୍ଯ୍ୟୟ ମକଡ୍ରିଲ ଆୟୋଜିତ ହୋଇଛି। ସମ୍ବଲପୁର ଡିଆର୍‌ ଏମ୍‌ ପ୍ରଦୀପ କୁମାରଙ୍କ ନେତୃତ୍ବରେ ଆୟୋଜିତ ମକଡ୍ରିଲରେ ରେଳ ବିଭାଗର ଅପରେସନ୍, ଟେକ୍ନିକାଲ, ଇଞ୍ଜିନିୟରିଂ,  ସିଗ୍‌ନାଲ ଭଳି ୧୪ଟି ବିଭାଗ ସମେତ ଏନ୍‌ଡିଆର୍‌ଏଫ, ଓଡ୍ରାଫ, ଆର୍‌ପିଏଫ, ଅଗ୍ନିଶମ, ସ୍ଥାନୀୟ ପୁଲିସ, ଆର୍‌ପିଏଫ୍‌ ଡିଜାଷ୍ଟର ସ୍କ୍ବାର୍ଡ, ରେଲୱେ ମେଡିକାଲ ଟିମ୍‌, ରେଲୱେ ରିଲିଫ ଟିମ୍, ସ୍କାଉଟ ଗାଇଡ୍‌ ପ୍ରଶିକ୍ଷାର୍ଥୀମାନେ ସାମିଲ ଥିଲେ l ଆକସ୍ମିକ ଦୁର୍ଘଟଣା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ସୁରକ୍ଷା ଏବଂ ଉଦ୍ଧାର କାର୍ଯ୍ୟ କରାଯାଇଥାଏ, ସେନେଇ ଏକ ମକଡ୍ରିଲ କରାଯାଇଥିଲା । ଦୁର୍ଘଟଣାଗ୍ରସ୍ତ ଟ୍ରେନକୁ କାଟି ସେଥିରୁ ଆହତମାନଙ୍କୁ ଉଦ୍ଧାର କରାଯାଇଥିଲା ।

   Related Posts