ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟ

Published By : Prameya-News7 Bureau | June 24, 2018 IST

ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟ ନବରଙ୍ଗପୁର ଆନ୍ଧ୍ର ବ୍ୟାଙ୍କ ନିକଟସ୍ଥ ଜେଡ କମ୍ୟୁନିକେସନ ନିକଟସ୍ଥ ମୋବାଇଲ ଦୋକାନରୁ ଲୁଟ ହୋଇଛି | ବ୍ୟାଗ ରଖି ଦୋକାନ ମାଲିକ ଦୋକାନ ଖୋଲୁଥିବା ବେଳେ ୨ ଜଣ ଦୁର୍ବୁର୍ତ୍ତ ବାଇକରେ ଆସି ମୋବାଇଲ ବ୍ୟାଗ ଝାମ୍ପି ନେଇଥିଲେ | ନବରଙ୍ଗପୁରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବର୍ତମାନ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.