ଭଦ୍ର ମୁଖା ମୋବାଇଲ ଚୋର - ସିସିଟିଭିରେ କଏଦ , ଭିଡିଓ ଭାଇରାଲ

Published By : Prameya-News7 Bureau | February 08, 2019 IST

ଭବାନୀପାଟଣା୮|୨: ଭଦ୍ର ମୁଖା ମୋବାଇଲ ଚୋର । ସିସିଟିଭି ରେ କଏଦ ହେଲା ଚୋରୀ ର ଦୃଶ୍ୟ । ଭବାନୀପାଟଣା ଲକ୍ଷ୍ମୀ ବଜାର ସ୍ଥିତ ଏସ କୁମାର ଗାରମେଣ୍ଟସ ରେ ଗତକାଲି ରାତି 7.15 ମିନଟ ରେ ଜଣେ ଭଦ୍ର ଲୋକ କପଡା କିଣିବା ବାହାନା ରେ ଆସି ମୋବାଇଲ ଚୋରୀ କରିନେଇଛି।

{"id":83112}

ଯାହାର ଦୃଶ୍ୟ ଦୋକାନ ରେ ଲାଗିଥିବା ସିସିଟିଭି ରେ କଏଦ ହୋଇଯାଇଛି । ବର୍ତମାନ ସିସିଟିଭି ଫୁଟେଜ ଆଧାର ରେ ଭଦ୍ରମୁଖା ଚୋରକୁ ଚିହ୍ନଟ କରିବାକୁ  ପୋଲିସ ଉଦ୍ୟମ ଜାରୀ ରଖିଥିବା ବଳେ ଚୋରୀ ଦୃଶ୍ୟ ସିସିଟିଭି ଫୁଟେଜ ଭାଇରାଲ ହୋଇଛି ।

{"id":83113}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.