Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

‘ମୋ ବସ୍’ ସେବା ଠପ୍ : ବକେୟା ଦରମା ଦାବିରେ କଣ୍ଡକ୍ଟରଙ୍କ ଧାରଣା, ଯାତ୍ରୀ ହନ୍ତସନ୍ତ

24/06/2019 at 9:54 AM

ଭୁବନେଶ୍ବର ୨୪|୬: ବକେୟା ଦରମା ଦାବିରେ ‘ମୋ ବସ୍‌’ କଣ୍ଡକ୍ଟରଙ୍କ ଧାରଣା ଦେଇଛନ୍ତି । ଭୁବନେଶ୍ବର ‘ମୋ ବସ୍’ ଡିପୋ ସମ୍ମୁଖରେ ଧାରଣାରେ ବସିଛନ୍ତି କଣ୍ଡକ୍ଟର । ଫଳରେ ଆଜି ରାଜଧାନୀର ବିଭିନ୍ନ ରୁଟ୍‌ରେ ‘ମୋ ବସ୍‌’ ଚଳାଚଳ ବନ୍ଦ ରହିଛି । ଡିପୋରେ ଅଟକି ରହିଛି ମୋ ବସ୍‌ । ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି ।

ଗତ ୩ ମାସ ହେଲା ସେମାନଙ୍କୁ ଦରମା ଦିଆଯାଇନଥିବା ଅଭିଯୋଗ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

   Related Posts