Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡ ଘରେ ‘ଭିନେ’ କଳି : ହିନ୍ଦୁଜା ୪ ଭାଇଙ୍କ ସମ୍ପର୍କରେ ଆତ୍ମୀୟ ବାଧକ, ମାମଲା କୋର୍ଟରେ
  • ||
  • କାନପୁର ଟେଷ୍ଟ : କିଓ୍ୱି ବୋଲରଙ୍କ ଦମଦାର ବୋଲିଂ, ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ନିରାଶ କଲେ ରିଦ୍ଧିମାନ ଶାହ ଓ ଅକ୍ଷର ପଟେଲ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୯ କରୋନା ସଂକ୍ରମିତ, ୧୦୪୮୨୨୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଜନ୍ମହେଲା ୨ ମୁଣ୍ଡିଆ ଶିଶୁ, ହସ୍ପିଟାଲରେ ଛାଡି ଫେରାର ହୋଇଗଲେ ବାପା-ମାଆ
  • ||
  • ମାତିଲେ ଝାଡଖଣ୍ଡୀ ହାତୀପଲ, ନଷ୍ଟକଲେ ଧାନ ଫସଲ
  • ||
  • ଟ୍ରକ୍ ସହ ଧକ୍କା ହେଲା କିଙ୍ଗଫିସର ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଅପରେସନ ନୀଳ ଜହର : ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଦମଦାର ବ୍ୟାଟିଂ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
  • ||

ମିଷ୍ଟର୍ କେବିକେ ହେଲେ ମନୋଜ ପ୍ରଧାନି

30/12/2019 at 4:19 PM

ଜୟପୁର ୩୦।୧୨ –    କେ।ରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେ।ଇଛି ବଡି ବିଲ୍ଡିଂ ଓ ଫିଟନେସ ଚମ୍ପିଆନ ସିପ ପ୍ରତିଯୋଗିତା ।ଏଥିରେ କେବିକେର ୭ଟି ଜିଲ୍ଲାର ୯୦ ଜଣ ପ୍ରତିଯେ।ଗୀ ଯୋଗ ଦେଇ ବଡି ବିଲ୍ଡିଂ କରିଥିଲେ ।

 ଭୁବନେଶ୍ଵର ବଡିବିଲ୍ଡିଂ ଆସୋସିଏସନର କର୍ମକର୍ତା ମିଷ୍ଟର କେବିକେ ବଡି ବିଲ୍ଡର ଚୟନ କରିଥିଲେ । ରାୟଗଡାର ମନେ।ଜ ପ୍ରଧାନି ମିଷ୍ଟର ବଡି ବିଲଡର ହେ।ଇଥିଲେ ।

 ଆଦିବାସୀ ଅଚଂଳରେ ଅନେକ ଆଦିବାସୀ ପ୍ରତିଭା ଥିଲେ ବି ପ୍ଲାଟଫର୍ମ ଅଭାବରୁ ପଛରେ ରହିଯାଉଛନ୍ତି । ତେଣୁ ଏହି ବଡି ବିଲ୍ଡିଂ ପ୍ରତିଯେ।ଗିତା ପ୍ରତିଭା ଚିହ୍ନଟ ସହ ବଡି ବିଲଡର ମାନଙ୍କୁ ଆଗକୁ ନେବାରେ ସହାୟକ ହେ।ଇଛି ।

   Related Posts