ଚିଟ୍ଫଣ୍ଡ କମ୍ପାନୀଙ୍କୁ ପବ୍ଲିକ୍ ନୋଟିସ୍ ଇସ୍ୟୁ କଲେ ଜଷ୍ଟିସ୍ ଏମ୍.ଏମ୍. ଦାସ କମିଶନ
9/03/2019 at 1:05 PM

କଟକ ୯|୩ : ଚିଟଫଣ୍ଡ କମ୍ପାନୀଙ୍କୁ ପବ୍ଲିକ୍ ନୋଟିସ୍ ଇସ୍ୟୁ କଲେ ଜଷ୍ଟିସ ଏମ.ଏମ୍ ଦାସ କମିଶନ । ଏପ୍ରିଲ ୧୫ରୁ ସେପ୍ଟେମ୍ବର ୨୪ ମଧ୍ୟରେ ୫୭୬ଟି ଚିଟଫଣ୍ଡ କମ୍ପାନୀକୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ୨ଟି କାଟାଗୋରିରେ ନୋଟିସ୍ ଜାରି କରାଯାଇଛି । ୧୯୯ କମ୍ପାନୀର ଠିକଣା ଥାଇ ହାଜର ହେଉନଥିବା ବେଳେ ଖୋଜ ଖବର ନଥିବା ୩୭୭ କମ୍ପାନୀକୁ ମଧ୍ୟ ନୋଟିସ ଜାରି କରାଯାଇଛି । ଖବରକାଗଜ ଜରିଆରେ ଏହି ନୋଟିସ ଜାରି କରାଯାଇଛି ।