ବିଧାୟକ ନେବେ ଟ୍ରେନିଂ

Published By : Prameya-News7 Bureau | September 11, 2019 IST

ଭୁବନେଶ୍ବର ୧୧।୯- ଆସନ୍ତା ୧୩ ଓ ୧୪ ରେ ବିଧାନସଭାରେ ବିଧାୟକମାନଙ୍କୁ ଟ୍ରେନିଂ ଦିଆଯିବ  । ବିଧାୟକମାନଙ୍କୁ ତାଲିମ ଦେବା ପାଇଁ  ପାର୍ଲିଆମେଣ୍ଟ ରୁ କେନ୍ଦ୍ରୀୟ ୬ ଜଣିଆ ଅଧିକାରୀ ଓଡିଶା ଆସିବେ ।

ଏହି  ଅଧିକାରୀ ମାନେ ବିଧାୟକ ମାନଙ୍କୁ ଟ୍ରେନିଂ ଦେବେ । ବିଧାନସଭାରେ ନିଜ ମତ କିଭଳି ରଖିବେ,ଆଚରଣ ଉଚ୍ଚାରଣ,ସଂସଦୀୟ ବ୍ୟାପାର ,ଭାରତର ସମ୍ବିଧାନ,ବିଧାସଭାର ନିୟମାବଳୀ,ବିଧାୟକଙ୍କ କର୍ତ୍ତବ୍ୟ, ଉପରେ ଏହି ଦୁଇ ଦିନିଆ କର୍ମଶାଳା ରେ ତାଲିମ ଦିଆଯିବ ।

{"id":156399,"width":586,"height":330}

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ଟ୍ରେନିଂ କାର୍ଯ୍ୟକ୍ରମର ଉଦଘାଟନ କରିବେ ।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏ ନେଇ  ସୂଚନା ଦେଇଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.