Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||
  • ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ପ୍ରମୋସନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି
  • ||
  • କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ୧୩ଟି ବୁଥରେ ମତଦାନ
  • ||

ବିଧାୟକ ନେବେ ଟ୍ରେନିଂ

11/09/2019 at 6:58 PM

ଭୁବନେଶ୍ବର ୧୧।୯- ଆସନ୍ତା ୧୩ ଓ ୧୪ ରେ ବିଧାନସଭାରେ ବିଧାୟକମାନଙ୍କୁ ଟ୍ରେନିଂ ଦିଆଯିବ  । ବିଧାୟକମାନଙ୍କୁ ତାଲିମ ଦେବା ପାଇଁ  ପାର୍ଲିଆମେଣ୍ଟ ରୁ କେନ୍ଦ୍ରୀୟ ୬ ଜଣିଆ ଅଧିକାରୀ ଓଡିଶା ଆସିବେ ।

ଏହି  ଅଧିକାରୀ ମାନେ ବିଧାୟକ ମାନଙ୍କୁ ଟ୍ରେନିଂ ଦେବେ । ବିଧାନସଭାରେ ନିଜ ମତ କିଭଳି ରଖିବେ,ଆଚରଣ ଉଚ୍ଚାରଣ,ସଂସଦୀୟ ବ୍ୟାପାର ,ଭାରତର ସମ୍ବିଧାନ,ବିଧାସଭାର ନିୟମାବଳୀ,ବିଧାୟକଙ୍କ କର୍ତ୍ତବ୍ୟ, ଉପରେ ଏହି ଦୁଇ ଦିନିଆ କର୍ମଶାଳା ରେ ତାଲିମ ଦିଆଯିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ଟ୍ରେନିଂ କାର୍ଯ୍ୟକ୍ରମର ଉଦଘାଟନ କରିବେ ।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏ ନେଇ  ସୂଚନା ଦେଇଛନ୍ତି।

   Related Posts