Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||

ପୁଲଓ୍ଵମା ପ୍ରତିଶୋଧ ପାଇଁ ମାନବ ବୋମା ସାଜି ପାକିସ୍ତାନ ଯିବାକୁ ଚାହୁଁଛନ୍ତି ବିଧାୟକ

3/03/2019 at 3:37 PM

ଭୋ୍‌ଦଦରା  ୩/୩-ପାକିସ୍ତାନ ସନ୍ତ୍ରାସବାଦକୁ ପ୍ରୋତ୍ସାହନ ଦେଉଥିବାବେଳେ ସାରାବିଶ୍ବରେ ଆତଙ୍କୀ ବୋଲି ଦେଇସାରିଛି ପରିଚୟ । ପାକିସ୍ତାନର ଇଙ୍ଗିତରେ ଭାରତର ସନ୍ତ୍ରାସବାଦ ଚାଲିଥିବା କଥା ବିଶ୍ଵ ମଧ୍ୟ  ହୃଦୟଙ୍ଗମ କରିସାରିଛି । ନିକଟରେ ପୁଲଓ୍ଵମା ଘଟଣାପରେ ଭାରତ ମଧ୍ୟ ଉଚିତ ଜବାବ ଦେଇଛି । ଏହି ଘଟଣାରେ ଜଣେ ବିଜେପି ବିଧାୟକ ଅଧିକ ପ୍ରତିକ୍ରିୟାଶୀଳ ହୋଇ ଦେଇଛନ୍ତି ଏଭଳି ବୟାନ । ତାଙ୍କୁ ପାକିସ୍ତାନ ଯିବାର ଅନୁମତିଦେଲେ ମାନବବୋମା ହୋଇ ଯିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି  ।

 ସେ କହିଛନ୍ତି ପାକିସ୍ତାନ ପାଇଁ ସର୍ଜିକାଲ ଷ୍ଟ୍ରାଇକ ଯଥେଷ୍ଟ ହେଲାନାହିଁ । ପାକିସ୍ତାନ ଉପରେ ଆହୁରି ପ୍ରତିଶୋଧ ନେବା ଦରକାର । ସେଥିପାଇଁ ସେ ମାନବ ବୋମା ହୋଇ ପାକିସ୍ତାନ ଯିବାକୁ ଚାହୁଁଛନ୍ତି । ଦେଶପାଇଁ ସେ ନିଜକୁ ବଳୀଦାନ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ବିଜେପି ବଦୋଦରା ବିଧାୟକ ବାଘୋଡ଼ିଆ ମଧୁଶ୍ରୀବାସ୍ତବ ।

ସେ କହିଛନ୍ତି ପାକିସ୍ତାନ ସବୁବେଳେ ଭାରତ ବିରୋଧରେ ଆତଙ୍କବାଦ କରିଚାଲିଛି ।  ସେଥିପାଇଁ ତାକୁ ଉଚିତ ଶିକ୍ଷା ଦେବା ଦରକାର । କିନ୍ତୁ ତାଙ୍କୁ ଯଦି ପାକିସ୍ତାନ ଯିବାକୁ ଅନୁମତି ଭାରତ ସରକାର ଦିଅନ୍ତି, ସେ ନିଶ୍ଚୟ ବଦଲା ନେଇପାରନ୍ତି ବୋଲି କହିଛନ୍ତି ମଧୁଶ୍ରୀବାସ୍ତବ ।

 

   Related Posts