ଅଭିଯୁକ୍ତକୁ ପୋଲିସ ଛାଡି ଦେଇଥିବା ଅଭିଯୋଗ ; ଥାନା ଭିତରକୁ ଧସେଇ ପଶିଲେ ବିଧାୟକ ତାରା ବାହିନୀପତି ଓ ସମର୍ଥନ
2/02/2019 at 3:16 PM

ଜୟପୁର ୨|୨: ଅଭିଯୁକ୍ତକୁ ପୋଲିସ ଛାଡି ଦେଇଥିବା ଅଭିଯୋଗରେ ଥାନା ଉତ୍ତେଜନା ପ୍ରକାଶ ପାଇଛି । ଜୟପୁର ସଦର ଥାନାରେ ଉତ୍ତେଜନା ଦେଖାଦେଇଛି । ସମର୍ଥକଙ୍କ ସହ ଥାନା ଭିତରକୁ ଧସେଇ ପଶିଲେ ବିଧାୟକ ତାରା ବାହିନୀପତି । ପୋଲିସ ବିରୋଧରେ ନାରାବାଜି କରିଛନ୍ତି ବିକ୍ଷୋଭକାରୀ । ଗତ ୩୧ତାରିଖରେ ତୁରୁକୁ ହରିଜନକୁ ଧରି ଜୟପୁର ସଦର ଥାନାରେ ଜିମା ଦେଇଥିଲେ ଲୋକେ । ତେବେ ଗତକାଲି ଅଭିଯୁକ୍ତ ତୁରୁକୁକୁ ପୋଲିସ ଛାଡି ଦେଇଥିବା ଅଭିଯୋଗ କରି ଗାଁଲୋକ ଥାନାରେ ଧସେଇ ପଶିଛନ୍ତି ।
Related Posts
କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ବିଧାୟକ, ହସ୍ପିଟାଲରେ ଭର୍ତ୍ତି
20 April 2021