'ମୁଁ ଆତ୍ମାହୂତୀ ଦେବି' : ସୁର ରାଉତରାୟ

Published By : Prameya-News7 Bureau | December 23, 2019 IST

ଭୁବନେଶ୍ବର ୨୩।୧୨: ବିଧାୟକ ସୁର ରାଉତରାୟଙ୍କ ଆତ୍ମାହୁତି ଧମକ । ଜଟଣୀ ଅଞ୍ଚଳର ଜଗନ୍ନାଥ ଜମିକୁ ଲୋକଙ୍କୁ ଫେରାଇବାକୁ ଦାବି କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର ପାଇଁ ସେ ଦାବି କରିଛନ୍ତି । ଏହି ଦୁଇଟି ପ୍ରସଙ୍ଗରେ ଜାନୁଆରୀ ୨୭ରେ ସୁର ରାଲି କରିବେ ।  ଦାବି ପୂରଣ ନହେଲେ ତାଙ୍କ ସହ ୧୦୦ ଜଣ ଲୋକ ଆତ୍ମାହୂତୀ ଦେବେ ବୋଲି ସେ କହିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.