Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ବ୍ୟାପକ ଅବ୍ୟବସ୍ଥା…ରାଗିଲେ ବିଧାୟକ ସୌଭିକ ବିଶ୍ୱାଳ, ଅଧିକାରୀଙ୍କ ଉପରେ ଖୁବ୍ ବର୍ଷିଲେ, ଦେଖନ୍ତୁ ଭିଡିଓ

29/11/2021 at 10:33 PM

କଟକ ୨୯।୧୧:  ଚୌଦ୍ବାର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ କାମ ଦୀର୍ଘ ଚାରି ଵର୍ଷ ହେଵ ଚାଲିଛି। କିନ୍ତୁ କାମ ସରିବାର ନାଁ ଧରୁନି। ଲୋକ ନାହିଁ ନଥିଵା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି କଟକ ମଙ୍ଗୁଳି ରାସ୍ତାରେ ୨ ବର୍ଷରେ ୧୦ ଜୀବନ ଗଲାଣି। ଏଥିପାଇଁ ଵିଭାଗୀୟ ଅଧିକାରୀ ଓ ଗାୟତ୍ରୀ କନଷ୍ଟ୍ରକସନ ଅଧିକାରୀଙ୍କ ଉପରେ ସମୀକ୍ଷା ଵୈଠକରେ ଖୁଵ୍ ଵିଗିଡିବା ସହ  ବର୍ଷିଛନ୍ତି ଵିଧାୟକ ସୌଭିକ ଵିଶ୍ବାଳ। ଅଧିକାରୀଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି। କାର୍ଯ୍ୟ ବିଳମ୍ବ ଏବଂ ଏତେ ସବୁ ଅବ୍ୟବସ୍ଥାର କାରଣ ମଧ୍ୟ ପଚାରିଛନ୍ତି। ବିଧାୟକଙ୍କ ପ୍ରଶ୍ନବାଣରେ ଅଧିକାରୀ ଘାଇଲା ହୋଇ ପଡିଛନ୍ତି। ସନ୍ତୋଷ ଜନକ ଉତ୍ତର ମଧ୍ୟ ଦେଇ ପାରି ନାହାନ୍ତି। ଦେଖନ୍ତୁ କିଭଳି ଅଧିକାରୀଙ୍କ ଉପରେ ବର୍ଷିଛନ୍ତି ବିଧାୟକ ସୌଭିକ ବିଶ୍ଵାଳ।

   Related Posts