ସାତକୋଶିଆରୁ ସୁନ୍ଦରୀକୁ ସ୍ଥାନାଂତର କରିବା ପାଇଁ ସ୍ଥାନୀୟ ବିଧାୟକ କଲେ ଦାବି
22/10/2018 at 4:04 PM

ଅନୁଗୁଳ ୨୨/୧୦ ସୁନ୍ଦରୀ ବାଘୁଣୀକୁ ସାତକୋଶିଆରୁ ସ୍ଥାନାନ୍ତର କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବିଧାୟକ ସଂଜୀବ ସାହୁ | ଏନେଇ ମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କୁ ଭେଟିବେ ବୋଲି ସେ କହିଛନ୍ତି | ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଏଦିଗରେ ବିହିତ ପଦକ୍ଷେପ ନେବା ଉଚିତ ବୋଲି ଦାବି କରିଛନ୍ତି ବିଧାୟକ ସଂଜୀବ ସାହୁ | ସନ୍ଧ୍ୟା ହେଲେ ସ୍ଥାନୀୟ ଅଂଚଳରେ ତାଟି କବାଟ ପଡିଯାଉଛି | ସ୍ଥାନୀୟ ଅଂଚଳରେ ଭୟରେ ବାତାବରଣ ସୃଷ୍ଟି ହୋଇଛି | ବାଘୁଣୀ ଆକ୍ରମଣରେ ପ୍ରାଣ ହରାଇଥିବା ବୃଦ୍ଧଙ୍କ ପରିବାର ରେ କାନ୍ଦବୋବାଳୀ ପଡିଛି |
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021