Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବେଗୁନିଆରେ ବିଧାୟକ ଗୋଷ୍ଠୀର ହାକିମଗିରି

9/12/2018 at 1:34 PM

ଖୋର୍ଦ୍ଧା ୯/୧୨:  ବେଗୁନିଆରେ ପୁଣିଥରେ ବିଧାୟକଙ୍କ ସମର୍ଥକଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ସେବା  ଅନୁଷ୍ଠାନପକ୍ଷରୁ ଆଜି ହେବାକୁ ଥିବା ଏକ ବଡ଼ ଧରଣର କାର୍ଯ୍ୟକ୍ରମକୁ ବିରୋଧ କରି ସଜବାଜ କରାଯାଉଥିବା ଷ୍ଟେଜ ଓ ତୋରଣକୁ  ବିଧାୟକଙ୍କ ଗୋଷ୍ଠି ପଶି  ଭଙ୍ଗାରୁଜା କରିଥିବା ନେଇ ସେବା ଅନୁଷ୍ଠାନ ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ହୋଇଛି । ତେବେ କେବଳ ଦେଖିବାକୁ ବାକି ରହିଲା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁଛିନାଁ ପୂର୍ବ ଭଳି ଘଣ୍ଟ ଘୋଡାଉଚି ।

   Related Posts