ବେଗୁନିଆରେ ବିଧାୟକ ଗୋଷ୍ଠୀର ହାକିମଗିରି
9/12/2018 at 1:34 PM

ଖୋର୍ଦ୍ଧା ୯/୧୨: ବେଗୁନିଆରେ ପୁଣିଥରେ ବିଧାୟକଙ୍କ ସମର୍ଥକଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ସେବା ଅନୁଷ୍ଠାନପକ୍ଷରୁ ଆଜି ହେବାକୁ ଥିବା ଏକ ବଡ଼ ଧରଣର କାର୍ଯ୍ୟକ୍ରମକୁ ବିରୋଧ କରି ସଜବାଜ କରାଯାଉଥିବା ଷ୍ଟେଜ ଓ ତୋରଣକୁ ବିଧାୟକଙ୍କ ଗୋଷ୍ଠି ପଶି ଭଙ୍ଗାରୁଜା କରିଥିବା ନେଇ ସେବା ଅନୁଷ୍ଠାନ ପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ହୋଇଛି । ତେବେ କେବଳ ଦେଖିବାକୁ ବାକି ରହିଲା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁଛିନାଁ ପୂର୍ବ ଭଳି ଘଣ୍ଟ ଘୋଡାଉଚି ।
Related Posts
ଆଜି ରାଜ୍ୟ କ୍ୟାବିନେଟ୍ : ୧୧ ପ୍ରସ୍ତାବରେ ବାଜିପାରେ ମୋହର
12 April 2021