Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ପ୍ରଶ୍ନକାଳକୁ ହୋହଲ୍ଲା ହଟ୍ଟଗୋଳ କରି ବନ୍ଦ କରିବା ଦୁର୍ଭାଗ୍ୟଜନକ : ବିଧାୟକ ରାଜକିଶୋର ଦାସ

8/09/2021 at 2:37 PM

ଭୁବନେଶ୍ବର ୮।୯: ବିଧାନସଭା ପ୍ରଶ୍ନକାଳକୁ ହୋହଲ୍ଲା ହଟ୍ଟଗୋଳ କରି ବନ୍ଦ କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ବିଧାୟକ ରାଜକିଶୋର ଦାସ । ସେ କହିଛନ୍ତି, ଆମେ ପ୍ରସ୍ତୁତ ହୋଇ ଆସୁଛି। ପ୍ରଶ୍ନ କା ହେଉନି। ବିଧାନସଭା ବସିବା ପାଇଁ ଅର୍ଥ ମଧ୍ୟ ଖର୍ଚ୍ଚ ହେଉଛି । ଏପଟେ ସଂସଦରେ ବିରୋଧୀ ଦଳ ହୋହଲ୍ଲା କଲେ ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ସଦସ୍ୟଙ୍କୁ ସହଯୋଗ କରିବାକୁ ଅନୁରୋଧ କରୁଛନ୍ତି । ହେଲେ ଏଠି ବିଜେପିର ସଦସ୍ୟ ମାନେ ହୋହଲ୍ଲା କରି ବନ୍ଦ କରୁଛନ୍ତି । ଖଣି ଦୁର୍ନୀତି ପ୍ରସଙ୍ଗ ପୁରୁଣା ପ୍ରସଙ୍ଗ । ସୁପ୍ରିମକୋର୍ଟର କମିଟି ତଦନ୍ତ କରି ସାରିଛି । ତାଙ୍କ ହାତରେ ଆଉ କିଛି ସମସ୍ୟା ନାହିଁ ବୋଲି ସେ କହିଛନ୍ତି ।

   Related Posts