Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ବିଧାୟକ ପ୍ରକାଶ ବେହେରାଙ୍କ “ଆସନ୍ତୁ ଚାଲିବା” ରାଲି ; ବ୍ୟାନରରେ ରହିବନି ହାତ ଚିହ୍ନ

29/01/2019 at 8:25 AM

ସାଲେପୁର ୨୯|୧:  ଶକ୍ତି ପ୍ରଦର୍ଶନ କରୁଛନ୍ତି ସାଲେପୁର ବିଧାୟକ । ବିଧାୟକ ପ୍ରକାଶ ବେହେରା ଆଜି ବିକାଶ ରାଲି ବାହାର କରି ତାଙ୍କର କାଟତି ଦେଖାଇବେ । ହେଲେ ରାଲିର ବ୍ୟାନରରେ ରହିବନି ହାତ ଚିହ୍ନ । ବିଧାୟକଙ୍କ ନେତୃତ୍ବରେ “ଆସନ୍ତୁ ଚାଲିବା” ନାଁରେ ପୀର ବଜାରରୁ ଏହି ରାଲି ବାହାରି ପ୍ରାୟ ୧୬ କିଲୋମିଟର ଯାଏଁ ଯିବାର କାର୍ଯ୍ୟକ୍ରମ ରହିଛି ।

ଏଥିରେ ଦଳମତ ନିର୍ବିଶେଷରେ ସବୁ ଦଳର କର୍ମକର୍ତ୍ତାଙ୍କୁ ଯୋଗ ଦେବାକୁ ଆହ୍ବାନ ଦିଆଯାଇଛି । ତେବେ ଠିକ୍ ଶାହାଙ୍କ ଗସ୍ତ ସମୟରେ, ନିଜ ଦଳୀୟ ଚିହ୍ନ ବିନା ପ୍ରକାଶଙ୍କ କାର୍ଯ୍ୟକ୍ରମ ଉଦ୍ଦେଶ୍ୟକୁ ନେଇ ଉଠିଛି ପ୍ରଶ୍ନ ।

   Related Posts