'ମୁଁ ନିରୀହ, ନିର୍ଦ୍ଦୋଶ'- ପ୍ରଭାତ ବିଶ୍ୱାଳ

Published By : Prameya-News7 Bureau | August 07, 2018 IST

କଟକ ୭/୮ : ଦୀର୍ଘ ସମୟଧରି ସାଧାରଣ ଜୀବନରୁ ଦୂରେଇ ଯାଇଥିବା ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ସୋମବାର ରାତିରେ ଘରକୁ ଫେରିଛନ୍ତି । ଆଜି ସକାଳୁ ବିଧାୟକଙ୍କୁ ଭେଟିବା ଲାଗି ଅନେକ ସଂଖ୍ୟକ ଶୁଭେଚ୍ଛୁ ତାଙ୍କ କଟକ ସ୍ଥିତ ବାସଭବନକୁ ଆସିଥିଲେ । କହିବାକୁ ଗଲେ ପ୍ରଭାତଙ୍କ ଜନତା ଦରବାର ପୁଣି ଆରମ୍ଭ ହୋଇଯାଇଛି । ତେବେ ନିଜର ଗିରଫଦାରୀ ଏବଂ ସିବିଆଇର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଭାତ କହିଛନ୍ତି, ସେ ନିରୀହ ଏବଂ ନିର୍ଦ୍ଦୋଷ । ତେବେ ଦେଶରେ ପୁଣି ଏକ ସ୍ଵାଧିନତା ସଂଗ୍ରାମର ଆବଶ୍ୟକତା ରହିଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ପ୍ରଭାତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.