Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

‘ମୁଁ ନିରୀହ, ନିର୍ଦ୍ଦୋଶ’- ପ୍ରଭାତ ବିଶ୍ୱାଳ

7/08/2018 at 1:03 PM

କଟକ ୭/୮ : ଦୀର୍ଘ ସମୟଧରି ସାଧାରଣ ଜୀବନରୁ ଦୂରେଇ ଯାଇଥିବା ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ
ସୋମବାର ରାତିରେ ଘରକୁ ଫେରିଛନ୍ତି । ଆଜି ସକାଳୁ ବିଧାୟକଙ୍କୁ ଭେଟିବା ଲାଗି ଅନେକ ସଂଖ୍ୟକ ଶୁଭେଚ୍ଛୁ ତାଙ୍କ କଟକ ସ୍ଥିତ ବାସଭବନକୁ ଆସିଥିଲେ । କହିବାକୁ ଗଲେ ପ୍ରଭାତଙ୍କ ଜନତା ଦରବାର ପୁଣି ଆରମ୍ଭ ହୋଇଯାଇଛି । ତେବେ ନିଜର ଗିରଫଦାରୀ ଏବଂ ସିବିଆଇର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଭାତ କହିଛନ୍ତି, ସେ ନିରୀହ ଏବଂ ନିର୍ଦ୍ଦୋଷ । ତେବେ ଦେଶରେ ପୁଣି ଏକ ସ୍ଵାଧିନତା ସଂଗ୍ରାମର ଆବଶ୍ୟକତା ରହିଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ପ୍ରଭାତ ।

   Related Posts