Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବାତ୍ୟା ଆଶ୍ରୟ ସ୍ଥଳ ବୁଲି ଲୋକଙ୍କ ଭଲ ମନ୍ଦ ବୁଝିଲେ ବିଧାୟକ

27/05/2021 at 6:05 PM

ପାଟଣା, ୨୭/୫: କେନ୍ଦୁଝର ଜିଲ୍ଲା ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳର କିଛି ଲୋକଙ୍କୁ ବାତ୍ୟା ୟାସ୍‌ରୁ ରକ୍ଷା କରିବା ପାଇଁ ପ୍ରଶାସନ ଆଶ୍ରୟ ସ୍ଥଳୀକୁ ନେଇଥିଲା । ସେଠାରେ ଅବସ୍ଥାନ କରୁଥିବା ଲୋକଙ୍କୁ ଗୁରୁବାର ପାଟଣା ବିଧାୟକ ଜଗନ୍ନାଥ ନାଏକ  ଭେଟି ସେମାନଙ୍କ ଭଲ ମନ୍ଦ କଥା ପଚାରି ବୁଝିବା ସହ ଶୁଖୁଲା ଖାଦ୍ୟ ପାଣି ବୋତଲ ଆଦି ବଣ୍ଟନ କରିଛନ୍ତି ।

ଆଶ୍ରୟ ସ୍ଥଳରେ ଆଶ୍ରିତ ଲୋକେ କିଭଳି ଅସୁବିଧାର ସମ୍ମୁଖୀନ ନହେବେ ସେଥି ପ୍ରତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକଙ୍କ ସହ ପାଟଣା ବ୍ଲକ ବିଜେଡି ସଭାପତି ମାଧବା ନନ୍ଦ ପୃଷ୍ଟି, ଜିଲା ବିଜେଡି ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଭଞ୍ଜ, ରଞ୍ଜନ ବେହେରା ଓ ସାହାରପଡା ବ୍ଲକର ଦିପୁ ଖାଟୁଆ, ରଘୁବର ମହାନ୍ତ ଓ ହରିଭକ୍ତ କୁମାର ଗିରି ପ୍ରମୁଖ ସାମିଲ ହୋଇ ଆତ୍ୟାବଶ୍ୟକ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ବିତରଣ କରିଥିଲେ ।

   Related Posts