ବଡଚଣା ବ୍ଲକ୍‌ର ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କଲେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ

Published By : Prameya-News7 Bureau | June 04, 2021 IST

ଚଣ୍ଡିଖୋଲ ୪।୬: ବିଭିନ୍ନ ଉନ୍ନୟନ କାମ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ । ବଡଚଣା ବ୍ଲକର ଖଇରା ପଞ୍ଚାୟତରେ ପୋଖରୀଗୁଡିକର ପୁନଃରୁଦ୍ଧାର କାମ ବିଧାୟକ ବୁଲି ଦେଖିଛନ୍ତି । ବିଧାୟକଙ୍କ ସହ ସରପଞ୍ଚ ବ୍ଲକ ପ୍ରଶାସନ ଅଧିକାରୀ ଉପସ୍ଥିତ ରହିଥିଲେ ।

ଆଗାମୀ ଦିନରେ ପୋଖରୀକୁ ମଡେଲ ପୋଖରୀ କରିହେବ ସେଥିପାଇଁ ଖଇରା ପଞ୍ଚାୟତର ସରପଞ୍ଚ ଓ ବ୍ଲକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ବିଧାୟକ । ପଞ୍ଚାୟତର ଅନ୍ୟାନ୍ୟ ଉନ୍ନୟନମୂଳକ କାମ ବୁଲି ଦେଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.