Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବିଛିନ୍ନାଞ୍ଚଳରେ ପହଞ୍ଚିଲା ମିଶନ ଇନ୍ଦ୍ରଧନୁ : ଶିଶୁମାନଙ୍କୁ ଟୀକା କରଣ

1/12/2019 at 10:35 AM

ମାଲକାନଗିରି ୧/୧୨: ଚଳିତ ବର୍ଷ ରାଜ୍ୟ ସରକାର ବିଛିନ୍ନାଞ୍ଚଳରେ ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କୁ ଟୀକା କରଣ କରିବେ । ବିଛିନ୍ନାଞ୍ଚଳରେ ଗମନାଗମନର ସୁବିଧା ନ ଥିବାରୁ ସ୍ବାସ୍ଥ୍ୟକର୍ମୀ, ନୋଡାଲ ଅଧିକାରୀମାନେ ଯାତାୟାତ ପାଇଁ ୩ଟି ସ୍ବତନ୍ତ୍ର ମେଡିକାଲ ଆମ୍ବୁଲାନ୍ସ ଲଞ୍ଚର ବ୍ୟବସ୍ଥା କରାଯାଇଛି । ଆସନ୍ତା ୩୦ ତାରିଖରୁ ଆରମ୍ଭ କରି ୧ ସପ୍ତାହ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କରାଯିବ ।

ବିଛିନ୍ନାଞ୍ଚଳରେ ଯେଉଁ ସ୍ଥାନଗୁଡିକୁ ସ୍ବାସ୍ଥ୍ୟକର୍ମୀମାନେ ପହଞ୍ଚି ପାରୁନାହାନ୍ତି । ସେହି ସ୍ଥାନଗୁଡିକୁ ଯାଇ ନୋଡାଲ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ଶିଶୁଙ୍କୁ ଟୀକାକରଣ କରିଛନ୍ତି । ଏହି ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ରେ ବିଛିନ୍ନାଞ୍ଚଳକୁ ସ୍ଵତନ୍ତ୍ର ଭାବେ ଫୋକସରେ ରଖାଯାଇଛି । ଯେପରିକି ଗୋଟିଏ ବି ଶିଶୁ ଟୀକାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ସ୍ଵତନ୍ତ୍ର ଦୃଷ୍ଟି ରଖାଯିବ ବୋଲି କୁଡୁମୁଳୁଗୁମ୍ମା ଚିକିତ୍ସା ଅଧିକାରୀ ପ୍ରକାଶ କରିଛନ୍ତି ।

   Related Posts