୧୭ ଘଣ୍ଟା ପରେ ମିଳିଲା ନିଖୋଜ ବଜ୍ରକାପ୍ତା

Published By : Prameya-News7 Bureau | November 06, 2019 IST

ବାରିପଦା ୬।୧୧: ୧୭ ଘଣ୍ଟା ପରେ ମିଳିଲା ନିଖୋଜ ବଜ୍ରକାପ୍ତା । ଗତ ୨୯ ତାରିଖରେ ବାରିପଦା ବନବିଭାଗ ଦ୍ବାରା ମାଇ ବଜ୍ରକାପ୍ତା ଉଦ୍ଧାର ହୋଇଥିଲା । ତେବେ ଗତକାଲି ବଜ୍ରକାପ୍ତାଟି ନିଖୋଜ ହୋଇଯାଇଥିଲା ।

{"id":179732}

ଦୀର୍ଘ ୧୭ ଘଣ୍ଟା ପରିଶ୍ରମ ପରେ ବନ କର୍ମଚାରୀ ନିଖୋଜ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ । ପରେ ଦେଉଳି ରେଞ୍ଜର ବନ ଅଧିକାରୀ ରବିନାରାୟଣ ମହାନ୍ତି ନନ୍ଦନକାନନର କର୍ତ୍ତୃପକ୍ଷକୁ ବଜ୍ରକାପ୍ତାଟିକୁ ନେଇଯିବାକୁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.