Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାସେ ପରେ ନିଖୋଜ ନାବାଳକ ଓ ନାବାଳିକା ଉଦ୍ଧାର, ଅଭିଯୁକ୍ତ ନାବାଳକ ଗିରଫ

ସୋର ୧୮|୫: ନିଖୋଜର ମାସେ ପରେ ନାବାଳକ ଓ ନାବାଳିକାକୁ ସୋର ପୋଲିସ ଉଦ୍ଧାର କରିଛି । ଅଭିଯୁକ୍ତ ନାବାଳକକୁ ପୋକ୍ସୋ ଆକ୍ଟରେ ଗିରଫ କରି ଅନୁଗୋଳ ଜୁଭେନାଇଲ ସୁଧାର ଗୁହକୁ ପଠାଇ ଦେଇଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ମାସ ୧୨ ତାରିଖରେ ସାଉଡ ଫାଣ୍ଡି ଖରିଦା ଗାଁର ଜଣେ ନାବାଳକ ରାମଧା ଗାଁର ନାବାଳିକାକୁ ଅପହରଣ କରି ବିଭିନ୍ନ ସ୍ଥାନରେ ଦୁଷ୍କର୍ମ କରିବା ଅଭିଯୋଗ ହୋଇଥିଲା । ଏ ନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ବିଭିନ୍ନ ସ୍ଥାନରେ ଚଢାଉ କରି ଉଭୟଙ୍କୁ କୁଶଗଡିଆ ଗାଁରୁ ପୋଲିସ ଉଦ୍ଧାର କରିଥିଲା।

108 Views

   ସମ୍ବନ୍ଧିତ ଖବର