Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଡ୍ୟାମ୍ ନିକଟରୁ ମିଳିଲା ନିଖୋଜ ଡାକ୍ତରୀ ଛାତ୍ରଙ୍କ ଚପଲ, ପାଣିରେ ବୁଡିଯାଇଥିବା ସନ୍ଦେହ

23/07/2021 at 2:53 PM

ଆନନ୍ଦପୁର ୨୩।୭: କେନ୍ଦୁଝର ଜିଲ୍ଲା ସୋସ ଥାନା ବନ୍ତଳା ଗ୍ରାମରୁ ଗୁରୁବାରଠାରୁ ସୁରେନ୍ଦ୍ର ଜେନାଙ୍କ ପୁଅ ସ୍ମାରକ ନିଖୋଜ ହୋଇଥିଲେ । ସନ୍ଧ୍ୟାରେ ହତଗଡ ଡ୍ୟାମ୍ ରୁ ସ୍ମାରକଙ୍କ ଚପଲ ମିଳିବା ପରେ ସେ ପାଣିରେ ବୁଡିଯାଇଥିବା ସନ୍ଦେହ ହୋଇଛି । ଖବରପାଇ ଶୁକ୍ରବାର ହାଟଡିହି ଅଗ୍ନିଶମ ବିଭାଗ ହଦଗଡ ଜଳ ଭଣ୍ଡାରରେ ଖୋଜାଖୋଜି ଜାରି ରଖିଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ । ସ୍ମାରକ ଭୁବନେଶ୍ବରର ହୋମିଓପାଥି ଡାକ୍ତରୀ ଛାତ୍ର ଥିଲେ ବୋଲି ଜଣାପଡିଛି ।

   Related Posts