ଡ୍ୟାମ୍ ନିକଟରୁ ମିଳିଲା ନିଖୋଜ ଡାକ୍ତରୀ ଛାତ୍ରଙ୍କ ଚପଲ, ପାଣିରେ ବୁଡିଯାଇଥିବା ସନ୍ଦେହ

Published By : Prameya-News7 Bureau | July 23, 2021 IST

ଆନନ୍ଦପୁର ୨୩।୭: କେନ୍ଦୁଝର ଜିଲ୍ଲା ସୋସ ଥାନା ବନ୍ତଳା ଗ୍ରାମରୁ ଗୁରୁବାରଠାରୁ ସୁରେନ୍ଦ୍ର ଜେନାଙ୍କ ପୁଅ ସ୍ମାରକ ନିଖୋଜ ହୋଇଥିଲେ । ସନ୍ଧ୍ୟାରେ ହତଗଡ ଡ୍ୟାମ୍ ରୁ ସ୍ମାରକଙ୍କ ଚପଲ ମିଳିବା ପରେ ସେ ପାଣିରେ ବୁଡିଯାଇଥିବା ସନ୍ଦେହ ହୋଇଛି । ଖବରପାଇ ଶୁକ୍ରବାର ହାଟଡିହି ଅଗ୍ନିଶମ ବିଭାଗ ହଦଗଡ ଜଳ ଭଣ୍ଡାରରେ ଖୋଜାଖୋଜି ଜାରି ରଖିଛନ୍ତି ।

{"id":484654,"width":748,"height":411,"sizeSlug":"large","linkDestination":"none"}

ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ । ସ୍ମାରକ ଭୁବନେଶ୍ବରର ହୋମିଓପାଥି ଡାକ୍ତରୀ ଛାତ୍ର ଥିଲେ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.