Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

1/12/2019 at 10:12 AM

ଯାଜପୁର ୧/୧୨: ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ନିଜ ବାଡ଼ି ପୋଖରୀରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ହେଲେ ଅରବିନ୍ଦ ନନ୍ଦ ।

ଏଭଳି ଘଟଣା ଦେଖିବାକୁ ମିଳିଛି ବିଂଝାରପୁର ଥାନା ଅନ୍ତର୍ଗତ ଉତ୍ତର କୁଳ ଗାଁରେ ।ଗାଁର ବୁନ ନନ୍ଦଙ୍କ ବଡ଼ ପୁଅ ଅରବିନ୍ଦ ନନ୍ଦ (୨୫)  ଗତ ୨୬ ତାରିଖଠୁ ନିଖୋଜ ଥିବାର ବିଂଝାରପୁର ଥାନାରେ ଅଭିଯୋଗ କରାଯାଇଥିଲା । ହେଲେ ତାଙ୍କର କୌଣସି ଖବର ମିଳିନଥିଲା। ଆଜି ସକାଳୁ ନିଜଘର ବାଡ଼ି ପଛ ପଟରେ ଥିବା ପୋଖରୀରେ  ମୃତ ଶରୀର ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ସେଇ ମୃତ ଦେହ ନିଜର ପୁଅ ବୋଲି ଜଣାପଡିବା ପରେ ଘରେ ଏବଂ ଗାଁରେ ଶୋକାକୁଳ ପରିବେଶ ଖେଳି ଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

   Related Posts