ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ତ୍ରିକୋଣୀୟ ପ୍ରେମର କରୁଣ ପରିଣତି ; ବ୍ୟାଙ୍କ କର୍ମଚାରୀଙ୍କୁ ହତ୍ୟା

12/09/2018 at 12:41 PM

ଗଞ୍ଜାମ ୧୨|୯: ବ୍ରହ୍ମପୁରରୁ ନିଖୋଜ ଏଚ୍ ଡିଏଫ୍ ସି ବ୍ୟାଙ୍କ କର୍ମଚାରୀ ବିଷ୍ଣୁପ୍ରସାଦ ଗୌଡଙ୍କ ମୃତଦେହ ଉଦ୍ଧାର ହୋଇଛି । ବ୍ରହ୍ମପୁର ବଡଗୁମୁଳା ନିକଟ ଏକ ବିଲରୁ ଖଣ୍ଡ ବିଖଣ୍ଡିତ ଶରୀରରକୁ ପୋତା ଯାଇଥିବା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ଏହି ଘଟଣାରେ ଗିରଫ ଗଙ୍ଗାଧର ବେହେରାକୁ ପଚରା ଉଚରା ପରେ ସେ ମୃତଦେହ ପୋତିଥିବା ନେଇ ପୋଲିସକୁ କହିଥିଲା । ତ୍ରିକୋଣୀୟ ପ୍ରେମରୁ ତାଙ୍କୁ ହତ୍ୟା କରାଯିବା ପରେ ପୋତି ଦିଆଯାଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଜଣେ ଘରୋଇ କ୍ଲିନିକ୍ ର ନର୍ସଙ୍କ ସେହି କ୍ଲିନିକର ଡାକ୍ତର ଓ ମୃତ ବିଷ୍ଣୁପ୍ରସାଦଙ୍କ ତ୍ରିକୋଣୀୟ ପ୍ରେମରୁ ଏହି ହତ୍ୟାକାଣ୍ଡ ଘଟିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

   Related Posts